ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ୩ ଦୋଷୀଙ୍କୁ ଫାଶୀ ଦଣ୍ତାଦେଶ

ନୂଆଦିଲ୍ଲୀ, ୧୭/୦୨ : କର୍ଣ୍ଣାଟକ ହାମ୍ପି ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ୩ ଦୋଷୀଙ୍କୁ ଫାଶୀ ଦଣ୍ତାଦେଶ ଶୁଣାଇଲେ କର୍ଣ୍ଣାଟକ ସେସନ୍ କୋର୍ଟ। ମାମଲାକୁ ବିରଳରୁ ବିରଳତମ ଶ୍ରେଣୀରେ ରଖି ଫାଶି ଦଣ୍ତାଦେଶ। ଗତବର୍ଷ ମାର୍ଚ୍ଚ ୬ ତାରିଖରେ ୩ ପିଶାଚ ଘଟାଇଥିଲେ ନାରୀକୀୟ କାଣ୍ତ ଘଟାଇଥି​‌ଲେ। ଇସ୍ରାଇଲର ମହିଳା ପର୍ଯ୍ୟଟକଙ୍କ ସହ ମୋଟ ୫ଜଣ ବୁଲିବାକୁ ଯାଇଥିଲେ।୨ ମହିଳାଙ୍କୁ ଗଣଦୁଷ୍କର୍ମ ସହ ସାଥୀରେ୩ ଯୁବକଙ୍କୁ କେନାଲକୁ ପିଙ୍ଗିଦେଇଥିଲେ ପିଶାଚ ମାନେ । କେନାଲରେ ବୁଡି ଜଣେ ଓଡିଆ ପର୍ଯଟକଙ୍କ ମୃତ୍ୟୁ ହୋଇଥିଲା ।