ଆଜିର ରାଶିଫଳ (ମଙ୍ଗଳବାର)

ତା : ୭ / ୭ / ୨୦୨୦

ମେଷ – ଚେଷ୍ଟାରେ ସଫଳ ହେବେ । କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ଯାତ୍ରା ଶୁଭ ଦାୟକ ହେବ । କର୍ମ ଚଞ୍ଚଳ ରହିବେ । ଆର୍ଥିକ କ୍ଷେତ୍ରରେ ଅଭିବୃଦ୍ଧି ଘଟିବ । ଗୃହିଣୀମାନେ ଭାଗ୍ୟଶାଳୀ ହେବେ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୮ ।

ବୃଷ – ନୂଆ ବ୍ୟବସାୟରେ ଲାଭ ହେବ । ଅର୍ଥ ହାନୀ ହେବ । ସେବା ମନୋଭାବ ଗ୍ରହଣ କରିପାରନ୍ତି । ଧନବାନ୍ ହେବେ । ମହିଳାମାନଙ୍କ ଉନ୍ନତି ପାଇଁ ଧ୍ୟାନ ଦେବେ । ଦାନ-ଧର୍ମକୁ ଜୀବନର ବ୍ରତ ଭାବେ ବିବେଚନା କରିପାରନ୍ତି । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୨ ।

ମିଥୁନ – ହାତକୁ ଆସୁଥିବା ଡିଲ୍‌, ପଳେଇ ଯାଇପାରେ । କାର୍ଯ୍ୟ ସମ୍ପାଦନ କରିବାରେ ବିଶେଷ ଆଗ୍ରହୀ ହେବେ । ବିନୀତ ସ୍ୱଭାବର ହୋଇପାରନ୍ତି । ଅଷ୍ଟମ ଚନ୍ଦ୍ର ଓ ଘାତ ଚନ୍ଦ୍ର ଭୋଗ ହେତୁ ସତର୍କ ରହିବେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୬ ।

କର୍କଟ – ଧର୍ମ କାର୍ଯ୍ୟରେ ବ୍ୟସ୍ତ ରହିବେ । ବ୍ୟବସାୟୀରେ ଲାଭ ହେବ ।ଯୋଗା ଯୋଗରେ ଶୁଭ ଫଳ ମିଳିବ । କ୍ରୋଧ ସମ୍ବରଣ କଲେ ଲୋକପ୍ରିୟ ହେବେ । ବିନୀତ ସ୍ୱଭାବର ହୋଇପାରନ୍ତି । ମନ୍ତ୍ରଣାଦାତା ହେବେ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୩ ।

ସିଂହ – କାର୍ଯ୍ୟରେ ସଫଳ ହେବେ । ବହୁ ପରିଶ୍ରମ କରିବାକୁ ପଡିବ । ଉତ୍ତମ ମିତ୍ରର ସାନ୍ନିଧ୍ୟ ପାଇପାରନ୍ତି । ପୁତ୍ର ଲାଭର ସୂଚନା ମିଳୁଛି । ବାକ୍ ପଟୁ ଓ ଧନଯୁକ୍ତ ହେବେ । ଯାନବାହନ ସୁଖ ମିଳିବ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୯ ।

କନ୍ୟା – ଉନ୍ନତିର ମାର୍ଗ ମିଳିବ । ଭାବିଚିନ୍ତି କାର୍ଯ୍ୟ ନ କଲେ ଅସୁବିଧାରେ ପଡି ପାରନ୍ତି । ଚିନ୍ତିତ ହେବେ । ମନରେ ଅଶାନ୍ତି ସୃଷ୍ଟି ହେବ । ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରି ଲୋକପ୍ରିୟତା ଅର୍ଜନ କରିବେ। ଗୃହିଣୀମାନେ ପିଲାମାନଙ୍କ ପ୍ରତି ଚିନ୍ତାରେ ରହିବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୨ ।

ତୁଳା – ବ୍ୟବସାୟୀରେ ଅର୍ଥ ହାନୀ ହେବ । ଯୋଗା-ଯୋଗରେ ତ୍ରୁଟି ରହିଯାଇପାରେ । କଳହ ଠାରୁ ଦୂରେଇ ରହିବାକୁ ପଡିବ । କାର୍ଯ୍ୟରେ ସିଦ୍ଧି ପ୍ରାପ୍ତ ହେବେ । ମାନସିକ ଶାନ୍ତି ମିଳିବ । ଗୃହିଣୀମାନେ ସୁଖୀ ହେବେ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୪ ।

ବିଛା – ସହଯୋଗ ମିଳିବ । ବ୍ୟବସାୟରେ ଲାଭ ହେବ । ଖର୍ଚ୍ଚାନ୍ତ ହୋଇପାରନ୍ତି । ଉଚ୍ଚ ସମ୍ମାନ ଲାଭ କରିବେ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ପାରିବାରିକ ଶାନ୍ତି ପାଇବେ । ସାଧୁ ସେବାରେ ବ୍ରତୀ ହେବେ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୮ ।

ଧନୁ – କାର୍ଯ୍ୟରେ ସଫଳ ହେବେ । ବହୁ ଶୁଭ ଫଳର ଅଧିକାରି ହେବେ । ରାଜ ପୂଜିତ ହେବେ । ସାଧନାରେ ସିଦ୍ଧି ଲାଭ କରିବେ । ବ୍ୟବସାୟୀରେ ହାତକୁ ଆସୁଥିବା ଡିଲ୍‌, ପଳେଇ ଯାଇପାରେ । ଶତ୍ରୁଘାତୀ ହୋଇପାରନ୍ତି । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୩ ।

ମକର – ଉନ୍ନତିର ମାର୍ଗ ମିଳିବ । ସମସ୍ୟା ବୃଦ୍ଧି ହୋଇପାରେ । ବ୍ୟବସାୟୀରେ ଲୋକପ୍ରିୟତା ମିଳିବ । ଆନନ୍ଦ ଉତ୍ସବରେ ଦିନଟି ଅତିବାହିତ କରିପାରନ୍ତି । ପ୍ରଭାବ ବିସ୍ତାର କରିବେ । ପରଧନ ଉପରେ ଦୃଷ୍ଟି ପକାଇ ପାରନ୍ତି । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୫ ।

କୁମ୍ଭ – ବ୍ୟବସାୟୀରେ ଧର୍ଯ୍ୟ ହାରା ହୋଇପାରନ୍ତି । ନିର୍ଭିକ ହେବେ । ସ୍ୱକୃତ କାର୍ଯ୍ୟ ପାଇଁ ଆତ୍ମ ସନ୍ତୋଷ ଲାଭ କରିବେ । ପାରିବାରିକ ସୁଖ ମିଳିବ । ଶତ୍ରୁ ନାଶ କରି ଆସ୍ୱସ୍ତ ହେବେ । ଗୃହିଣୀମାନେ ସୁଖ ଅନୁଭବ କରିବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୧ ।

ମୀନ – ଅର୍ଥ ସଞ୍ଚୟ ପାଇଁ ଉଦ୍ୟମ କରିବେ । ଆଗକୁ ମାଡି ଚାଲିବାର ସମୟ ଉପସ୍ଥିତ । ଉଚ୍ଚାଭିଳାଷୀ ଓ ସୌଭାଗ୍ୟଯୁକ୍ତ ହେବେ । କର୍ମତତ୍ପରତା ପ୍ରକାଶ ପାଇବ । ଶତ୍ରୁ ବିଜୟୀ ହେବେ । ଗୃହିଣୀମାନେ ପରକୁ ଆପଣାର କରିବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୬ ।