ଭାଇ-ଭଉଣୀଙ୍କର ପବିତ୍ର ପର୍ବ ରକ୍ଷା ବନ୍ଧନ ଚଳିତ ବର୍ଷ ଅଗଷ୍ଟ ୩ରେ ପାଳନ କରାଯିବ। ରକ୍ଷା ବନ୍ଧନର ପର୍ବ ନିକଟତର ହେବା ଯୋଗୁଁ ବଜାରରେ କେତେକ ସ୍ଥାନରେ ଓ ଅନଲାଇନରେ ରଙ୍ଗ-ବେରଙ୍ଗ ରାକ୍ଷୀ ଉପଲବ୍ଧ। ମାତ୍ର ଏହି ରାକ୍ଷୀ କିଣିବା ପୂର୍ବରୁ କିଛି ବିଶେଷ ଦିଗ ପ୍ରତି ଧ୍ୟାନ ରଖିବା ଉଚିତ। ମାନ୍ୟତା ଅନୁଯାୟୀ, କିଛି ସ୍ୱତନ୍ତ୍ର ପ୍ରକାରର ରାକ୍ଷୀ ରହିଛି, ଯାହାକୁ ବାନ୍ଧିବା ଉଚିତ ନୁହେଁ। ଏହାଦ୍ୱାରା ଅଶୁଭ ଫଳ ପ୍ରାପ୍ତି ହୋଇଥାଏ।
ଜାଣନ୍ତୁ ଏ ବିଷୟରେ ……