ପୁଲିସ୍ ନିକଟରେ ଆତ୍ମସମର୍ପଣ କଲା ମାଓବାଦୀ ରାଜ୍ୟ By Odisha Khabar On Aug 23, 2020 Share ମାଲକାନଗିରି, ୨୩/୮: ଆଜି ମାଲକାନଗିରି ଜିଲ୍ଲା ପୁଲିସ୍ ନିକଟରେ ଜଣେ ମାଓବାଦୀ ଆତ୍ମସମର୍ପଣ କରିଛି । ଆତ୍ମସମର୍ପଣ କରିଥିବା ମାଓବାଦୀ ହେଉଛନ୍ତି ମହାଦେବ ମାଡକାମୀ ଓରଫ ମନୁ। ସେ ଦୀର୍ଘ ୫ ବର୍ଷ ଧରି ମାଓ ସଙ୍ଗଠନରେ କାର୍ଯ୍ୟ କରୁଥିଲେ । ସେ ମହୁପଦର ଡିଭିଜନରେ ପାର୍ଟିର ସଦସ୍ୟ ଥିଲେ। maoists-surrender-to-police Share