• Likes
  • Followers
  • Sunday, February 22, 2026
  • Odia Unicode Converter

Odisha Khabar Odisha Khabar - Odisha Latest Breaking News

  • Home
  • ରାଜ୍ୟ
  • ଦେଶ ବିଦେଶ
  • ରାଜନୀତି
  • ଅପରାଧ
  • ଦୁର୍ଘଟଣା
  • ଖେଳ
  • ଜୀବନଚର୍ଯ୍ୟା
  • ମନୋରଞ୍ଜନ
  • ରାଶିଫଳ
  • ରୋଷେଇ
  • ଧର୍ମ
Odisha Khabar
  • Home
  • ଦେଶ ବିଦେଶ
  • ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟକ୍ତିଗତ ଟ୍ୱିଟର ଆକାଉଣ୍ଟ ହ୍ୟାକ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟକ୍ତିଗତ ଟ୍ୱିଟର ଆକାଉଣ୍ଟ ହ୍ୟାକ

ଦେଶ ବିଦେଶରାଜନୀତି
By Odisha Khabar On Sep 3, 2020
Share

ନୂଆଦିଲ୍ଲୀ, ୩/୯ : ହ୍ୟାକ ହେଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟକ୍ତିଗତ ଟ୍ୱିଟର ଆକାଉଣ୍ଟ। ଗତକାଲି ବିଳମ୍ବିତ ରାତ୍ରି ପ୍ରାୟ ୩ଟା ୧୫ ମିନିଟରେ ମୋଦିଙ୍କ ବ୍ୟକ୍ତିଗତ ଓ୍ୱେବସାଇଟ୍‌ର ଟ୍ୱିଟର ଆକାଉଣ୍ଟ ହ୍ୟାକ ହୋଇଥିବା ଜଣାପଡିଛି । ତେବେ ହ୍ୟାକର ମାନେ କରୋନା ଭାଇରସ ରିଲିଫ ଫଣ୍ଡ ପାଇଁ ଦାନରେ ବିଟ୍‌କଏନ୍‌ ଦେବା ପାଇଁ କହିଥିବା ଜଣାପଡିଛି ।

ଟ୍ୱିଟର ଆକାଉଣ୍ଟ ହ୍ୟାକ୍‌ ହେବା ପରେ ଆକ୍ସନ ମୁଡ଼ରେ ଆସିଯାଇଛନ୍ତି ଟ୍ୱିଟର କର୍ତ୍ତୃପକ୍ଷ । ତୁରନ୍ତ ଏହି ଆକାଉଣ୍ଟରୁ ହୋଇଥିବା ଟ୍ୱିଟ୍‌କୁ ଡିଲିଟ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ଓ୍ୱେବସାଇଟ୍‌ର ଟ୍ୱିଟର ଆକାଉଣ୍ଟ ହ୍ୟାକ୍‌ ହେବା ପରେ ହ୍ୟାକରେ ଲେଖିଛନ୍ତି ଯେ, ଆପଣମାନଙ୍କୁ “ମୁଁ ଅପିଲ୍‌ କରୁଛି.. କୋଭିଡ଼-୧୯ ମହାମାରୀ ମୁକାବିଲା ପାଇଁ ଆପଣମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରିଲିଫ୍‌ ଫଣ୍ଡକୁ ଟଙ୍କା ଦାନ କରନ୍ତୁ” । ଏହା ସହିତ ହ୍ୟାକର‌ ଏହା ମଧ୍ୟ ଲେଖିଛି ଯେ, ପେଟିଏମ୍‌ ହ୍ୟାକ୍‌ ପଛରେ ମୋର କୌଣସି ହାତ ନାହିଁ ।

ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିଗତ ଓ୍ୱେବସାଇଟ ଏକ ଭେରିଫାଏଡ଼ ଟ୍ୱିଟର ଆକାଉଣ୍ଟ ଅଟେ । ଏଥିରେ ୨୫ଲକ୍ଷରୁ ଅଧିକ ଫଲୋଅର୍ସ ଅଛନ୍ତି ।

pm-modis-twitter-account-for-personal-website-hacked
Share
Odisha Khabar 43637 posts 0 comments

Prev Post

ମା’ଲକ୍ଷ୍ମୀଙ୍କ କୃପା ପାଇବା ପାଇଁ କରନ୍ତୁ ଏହି ସରଳ ଉପାୟ

Next Post

ହୀରାକୁଦର ଆଉ ୩ଟି ଗେଟ ବନ୍ଦ : ୧୬ଟି ଗେଟ ଦେଇ ଜଳ ନିଷ୍କାସନ ଜାରି

You might also like More from author
ଦେଶ ବିଦେଶ

ଆଜି ମନ୍‍ କୀ ବାତ୍‍ର ୧୩୧ତମ ସଂସ୍କରଣ, ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ

ଖେଳ

ଆଜି ମୋହା ଲଢ଼େଇ, ସୁପର-୮ରେ ମୁହାଁମୁହିଁ ହେବେ ଭାରତ – ଦକ୍ଷିଣ ଆଫ୍ରିକା

ଦେଶ ବିଦେଶ

ଚେକ୍ କରନ୍ତୁ ପିଏଫ୍ ବାଲାନ୍ସ : ଏମିତି ଡାଉନ୍‌ଲୋଡ୍ କରନ୍ତୁ ଇପିଏଫଓ ପାସ୍‌ବୁକ୍

ଦେଶ ବିଦେଶ

ପୁଣି ବଢିଲା ସୁନା ଓ ରୁପା ଦାମ୍

Prev Next

Breaking News

ଆଜି ମନ୍‍ କୀ ବାତ୍‍ର ୧୩୧ତମ ସଂସ୍କରଣ, ଦେଶବାସୀଙ୍କ ସହ ଭାବ ବିନିମୟ…

Feb 22, 2026

ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର ଘଟଣା : ୪ ଶିକ୍ଷକ ଓ ଜଣେ ପିଅନ…

Feb 22, 2026

ରାଜ୍ୟରେ ଏପ୍ରିଲ୍‌ ୧ ରୁ ଆରମ୍ଭ ହେବ SIR ପ୍ରକ୍ରିୟା

Feb 22, 2026

ହୋଇପାରିଲାନି ପ୍ରଭୁ ଲିଙ୍ଗରାଜଙ୍କ ହାଣ୍ଡି ଭଙ୍ଗା ଯାତ୍ରା, ୧୨ ବର୍ଷ…

Feb 22, 2026

କିଟ୍‍ ଓ କିସ୍‍ ପରିଦର୍ଶନ କଲେ ଆମାଜନ ଆଇନ୍‍ ମୁଖ୍ୟ

Feb 22, 2026

ଆଜି ମୋହା ଲଢ଼େଇ, ସୁପର-୮ରେ ମୁହାଁମୁହିଁ ହେବେ ଭାରତ – ଦକ୍ଷିଣ…

Feb 22, 2026

ଆଜିର ରାଶିଫଳ (ରବିବାର)

Feb 22, 2026
© 2026 - Odisha Khabar. All Rights Reserved.

Designed by Web Odisha

Sign in

Welcome, Login to your account.

Forget password?
Sign in

Recover your password.

A password will be e-mailed to you.