ଆଳି, ୧/୧୦ : ଆଜି କେନ୍ଦ୍ରାପଡ଼ା ଜିଲା ଅନ୍ତର୍ଗତ ପଟ୍ଟାମୁଣ୍ଡାଇରୁ ଆଳି ଚାଲାଣ ବେଳେ ପତ୍ରପୁର ସେତୁ ନିକଟରେ ବ୍ରାଉନସୁଗାର ଜବତ ହୋଇଥିବା ଜଣାପଡ଼ିଛି। ସମ୍ପୃକ୍ତ ଘଟଣାରେ ଜଣେ ଯୁବକକୁ ଗିରଫ କରାଯାଇଛି। ଜବତ ବ୍ରାଉନସୁଗାରର ମୂଲ୍ୟ ପ୍ରାୟ ୨ ଲକ୍ଷଟଙ୍କା ହେବ। ଜଣେ ଯୁବକ ସ୍କୁଟିରେ ବ୍ରାଉନସୁଗାର ନେଇ ଆସୁଥିବା ବେଳେ ଆଳିରେ ପୁଲିସ ଜବତ କରିଛି ବୋଲି ସୂଚନା ମିଳିଛି।