ଭୁବନେଶ୍ବର୧/୨: ଚଳିତ ବର୍ଷ +୨ ପରୀକ୍ଷା ଲାଗି ଫେବୃଆରୀ ୬ ତାରିଖରୁ ଫର୍ମ ଫିଲପ୍ ଆରମ୍ଭ ହେଵ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ରେଗୁଲାର ଓ ପତ୍ର ବିନିମୟ ପାଠ୍ୟକ୍ରମ ଲାଗି ଛାତ୍ରଛାତ୍ରୀମାନେ ଫେବୃଆରୀ ୧୨ ରୁ ଫେବୃଆରୀ ୨୪ ପର୍ଯ୍ୟନ୍ତ ଅନଲାଇନ ଫର୍ମ ଫିଲପ କରିପାରିବେ। ସେହିପରି ଏକ୍ସ ରେଗୁଲାର ଛାତ୍ରଛାତ୍ରୀମାନେ ଫେବୃଆରୀ ୬ ରୁ ୧୨ ମଧ୍ୟରେ ଫର୍ମ ଫିଲପ କରିପାରିବେ ।