• Likes
  • Followers
  • Monday, February 23, 2026
  • Odia Unicode Converter

Odisha Khabar Odisha Khabar - Odisha Latest Breaking News

  • Home
  • ରାଜ୍ୟ
  • ଦେଶ ବିଦେଶ
  • ରାଜନୀତି
  • ଅପରାଧ
  • ଦୁର୍ଘଟଣା
  • ଖେଳ
  • ଜୀବନଚର୍ଯ୍ୟା
  • ମନୋରଞ୍ଜନ
  • ରାଶିଫଳ
  • ରୋଷେଇ
  • ଧର୍ମ
Odisha Khabar
  • Home
  • ରାଜ୍ୟ
  • ଚାଷୀଙ୍କ ଆକାଉଣ୍ଟକୁ ଗଲା କାଳିଆ ଟଙ୍କା

ଚାଷୀଙ୍କ ଆକାଉଣ୍ଟକୁ ଗଲା କାଳିଆ ଟଙ୍କା

ରାଜ୍ୟ
By Odisha Khabar On Apr 1, 2021
Share

ଭୁବନେଶ୍ୱର,୧/୪: ଉତ୍କଳ ଦିବସରେ ରାଜ୍ୟର ଚାଷୀଙ୍କୁ ସରକାରଙ୍କ ତରଫରୁ ଭେଟି ଦିଆଯାଇଛି । ଚାଷୀଙ୍କ ଆକାଉଣ୍ଟକୁ ସରକାର କାଳିଆ ଯୋଜନା ଟଙ୍କା ପଠାଇଥିବା ସୂଚନା ମିଳିଛି ।

ରାଜ୍ୟର ୩୪ ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ଏହି ଟଙ୍କା ପଠାଯାଇଥିବା ଜଣାପଡ଼ିଛି । ରବି ଋତୁ ପାଇଁ ଏହି ଟଙ୍କା ଜମା କରାଯାଇଛି । ଏଥିପାଇଁ ସରକାର ୬୯୪ କୋଟି ଟଙ୍କା ଜମା କରାଯାଇଛି । ପବିତ୍ର ଉତ୍କଳ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାଷୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

kalia-yojana-money-to-farmers-account
Share
Odisha Khabar 43648 posts 0 comments

Prev Post

ବଲିଉଡ ସଙ୍ଗୀତକାର ବପ୍ପି ଲହରୀ କରୋନା ପଜିଟିଭ

Next Post

ଆଜି ଆସିବେ ଉପରାଷ୍ଟ୍ରପତି

You might also like More from author
ଦେଶ ବିଦେଶ

ମନ୍ କି ବାତ୍‌ କାର୍ଯ୍ୟକ୍ରମରେ ଓଡ଼ିଶାର ଯୁବ ଚାଷୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ରାଜ୍ୟ

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା

ରାଜ୍ୟ

ପୋଲିସ-ମାଓବାଦୀ ମଧ୍ୟରେ ଗୁଳି ବିନିମୟ : ୨ ମାଓବାଦୀ ମୃତ

ରାଜ୍ୟ

ମଝି ରାସ୍ତାରେ ନବ ବଧୂଙ୍କୁ ଉଠେଇ ନେଲା ପୂର୍ବତନ ପ୍ରେମିକ, ଖାଲି ହାତରେ ଫେରିଲା ବର

Prev Next

Breaking News

ମନ୍ କି ବାତ୍‌ କାର୍ଯ୍ୟକ୍ରମରେ ଓଡ଼ିଶାର ଯୁବ ଚାଷୀଙ୍କୁ…

Feb 22, 2026

ଲାଞ୍ଚ ନେଉଥିବା ବେଳେ କର୍ଣ୍ଣାଟକର ବିଜେପି ବିଧାୟକ ଗିରଫ

Feb 22, 2026

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ରାଜ୍ୟର ବିଭିନ୍ନ…

Feb 22, 2026

ନେପାଳରେ ଭୟଙ୍କର ଭୂମିକମ୍ପ : ଏହାର ତୀବ୍ରତା ୪.୧

Feb 22, 2026

ନମୋ ଭାରତ ଓ ମିରଟ ମେଟ୍ରୋର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

Feb 22, 2026

ପୋଲିସ-ମାଓବାଦୀ ମଧ୍ୟରେ ଗୁଳି ବିନିମୟ : ୨ ମାଓବାଦୀ ମୃତ

Feb 22, 2026

ମଝି ରାସ୍ତାରେ ନବ ବଧୂଙ୍କୁ ଉଠେଇ ନେଲା ପୂର୍ବତନ ପ୍ରେମିକ, ଖାଲି…

Feb 22, 2026
© 2026 - Odisha Khabar. All Rights Reserved.

Designed by Web Odisha

Sign in

Welcome, Login to your account.

Forget password?
Sign in

Recover your password.

A password will be e-mailed to you.