ନୂଆଦିଲ୍ଲୀ,୯ /୧୨ : ଜେନେରାଲ ବିପିନ ରାୱତଙ୍କ ପାର୍ଥିବ ଶରୀର ଆଜି ଦିଲ୍ଲୀ ଅଣାଯିବ। ଏଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ କରାଯିବ। ଶ୍ରଦ୍ଧାଞ୍ଜଳି ସଭାରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ସାମିଲ ହେବେ। ସୂଚନା ଅନୁଯାୟୀ, ଗୁରୁବାର ସନ୍ଧ୍ୟା ସୁଦ୍ଧା ୧୩ ପାର୍ଥିବ ଶରୀର ଦିଲ୍ଲୀ ଅଣାଯିବ। ପାର୍ଥିବ ଶରୀର ଆଣିବାକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ନିଜେ ୱେଲିଙ୍ଗଟନ ହସ୍ପିଟାଲ ଯିବେ।