ଶରତ ପଟ୍ଟନାୟକ ଓଡ଼ିଶା କଂଗ୍ରେସର ନୂଆ ସଭାପତି ନିଯୁକ୍ତ  

ଭୁବନେଶ୍ୱର,୨୩/୫: ଶରତ ପଟ୍ଟନାୟକ ହେଲେ ଓଡ଼ିଶା କଂଗ୍ରେସର ମଙ୍ଗୁଆଳ  । AICC ନିରଞ୍ଜନ ପଟ୍ଟନାୟକଙ୍କ ଇସ୍ତଫା ଗ୍ରହଣ କରି ଶରତଙ୍କୁ ନୂଆ ପିସିସି ସଭାପତି ଭାବେ ନିୟୁକ୍ତ କରିଛି । ଶରତ ପଟ୍ଟନାୟକ ଦ୍ୱିତୀୟ ଥର ପାଇଁ ହେଲେ ପିସିସି ସଭାପତି ।

ସୂଚନା ଅନୁଯାଇ, ଶରତ ପଟ୍ଟନାୟକ ବର୍ତ୍ତମାନ ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରଚାରରେ ଅଛନ୍ତି । ନୂଆ ସଭାପତିଙ୍କ କହିବା କଥା ବ୍ରଜରାଜନଗର ଉପନିର୍ବାଚନ ସାରିବା ପରେ ସଂଗଠନ କଥା ଆଲୋଚନା ହେବ ।