ଇଲିଶି ମାଛ ରୋଷ୍ଟ

ପ୍ରସ୍ତୁତ ସାମଗ୍ରୀ-୫୦୦ଗ୍ରାମ୍‌ ଇଲିଶି ମାଛ, ଅଳ୍ପ ଅଦା, ଅଧ ଚାମଚ ଭେନିଗାର୍‌, ୬ପାଖୁଡ଼ା ରସୁଣ, ୧ ଗୋଟି ପିଆଜ, ୬ଟା ଲାଲ ଲଙ୍କା, ଚାରି ଚାମଚ ତେଲ, ଆବଶ୍ୟକ ଅନୁସାରେ ଲୁଣ ଓ ହଳଦୀ ।
ପ୍ରଣାଳୀ- ପିଆଜ, ଅଦା, ରସୁଣ ଓ ଲଙ୍କାକୁ ଚିMଣ କରି ବାଟିଦେବେ । ମାଛ, ବଟାମସଲା, ଲୁଣ, ହଳଦୀ ଓ ଭେନିଗାର ମିଶାଇ ୨ଘଣ୍ଟା ଗୋଳାଇ ରଖ;ୁ । କରେଇରେ ତେଲ ଗରମ କରି ମାଛ ମସଲା ସବୁ ପୋଛିନେଇ ମାଛ ଗୁଡ଼ିକ ଭାଜିଦେବେ । ସେଇ ତେଲରେ ମସଲାକୁ କଷିଦେଇ ମାଛ ଗୁଡ଼ିକ ଏପଟ ସେପଟ କରି ତରକାରିକୁ ଓହ୍ଲାଇଦେବେ ।