ପ୍ରସ୍ତୁତି ସାମଗ୍ରୀ-୨୫୦ଗ୍ରାମ୍ ମାଛ, ୩ଗୋଟି ଆଳୁ, ୧ଗୋଟି ରସୁଣ, ୪ଚାମଚ ପୋସ୍ତ, ଅଧକପ୍ ସୋରିଷ ତେଲ, ୫ଗୋଟି କଞ୍ଚାଲଙ୍କା, ଆବଶ୍ୟକ ଅନୁଯାୟୀ ଲୁଣ ଓ ହଳଦୀ ।
ପ୍ରଣାଳୀ-ପ୍ରଥମେ ମାଛକୁ ଖଣ୍ଡ ଖଣ୍ଡ କାଟି ତା’ର କାତି କାଢି ପରିସ୍କାର କରିଦିଅ;ୁ । କରେଇରେ ତେଲ ଗରମ କରି ମାଛ ଖଣ୍ଡ ଗୁଡ଼ିକୁ ଭାଜି କରି ତା’ର କଣ୍ଟାସବୁ ପରିସ୍କାର କରି କାଟିଦେବେ। ଆଳୁର ଚୋପା ବାହାର କରି ଛୋଟ ଛୋଟ କରି କାଟି ଦିଅ;ୁ । ରସୁଣର ଚୋପାକାଢି ଛେଚିକରି ରଖ;ୁ । ପୋସ୍ତ ଏବଂ କଞ୍ଚାଲଙ୍କାକୁ ଚିMଣ କରି ବାଟି ରଖ;ୁ । କଡ଼େଇରେ ତେଲ ଗରମ କରି ରସୁଣ ଛେଚା ପକାଇ ଆଳୁକଟା ପକାଇବେ । କମ୍ ଆଞ୍ଚରେ ଆଳୁ ଲାଲକରି ଭାଜିଦେବେ । ଆଳୁ ସିଝିଗଲେ ସେଥିରେ ପୋସ୍ତ ବଟା, ମାଛ ଝୁରାକୁ ପକାଇ ତରକାରୀ ଓହ୍ଲାଇଦେବେ ।
Prev Post
Next Post