ପ୍ରସ୍ତୁତି ସାମଗ୍ରୀ-ମଇଦା-୨୦୦ଗ୍ରାମ୍, ଗୁଜୁରାତି-୫ଗ୍ରାମ୍, ଖୁଆ- ୫୦ଗ୍ରାମ୍, ଚିନି-୧୦୦ଗ୍ରାମ୍, ଗୁଣ୍ଡଚିନି-୧୦୦ଗ୍ରାମ୍, ଘିଅ-୨୫୦ଗ୍ରାମ୍ ।
ପ୍ରଣାଳୀ-ଗୁଣ୍ଡଚିନି, ଖୁଆ ଓ ଗୁଜୁରାତି ଗୁଣ୍ଡକୁ ଭଲଭାବରେ ମିଶାଇ ପୁର ଆକାରରେ ତିଆରି କର;ୁ । ମଇଦାରେ ଅଳ୍ପ ଘିଅ ଦେଇ ଭଲଭାବରେ ମିଶାଇ ଦିଅ;ୁ । ଏହାକୁ ଛୋଟ ଛୋଟ ଗୁଳା କରି ପୁରି ଆକାରରେ ବେଲି ଦିଅ;ୁ । ପ୍ରତ୍ୟେକ ପୁରିକୁ ଦୁଇଖଣ୍ଡ କରି କାଟି ପାଣି ହାତ ମାରି ସିଙ୍ଗଡ଼ା ସାଇଜରେ ପ୍ରସ୍ତୁତ କର;ୁ । ସିଙ୍ଗଡ଼ା ମଝିରେ ପୁର ଦେଇ ପାଣିମାରି ଏହା ବନ୍ଦ କରିଦିଅ;ୁ । କଡ଼େଇରେ ଘିଅ ଗରମ କରି ପ୍ରତ୍ୟେକ ସିଙ୍ଗଡ଼ାକୁ ଛାଣିଦିଅ;ୁ । ଚିନିରେ ପାଣି ଦେଇ ସିରା ପ୍ରସ୍ତୁତ କର;ୁ । ପ୍ରତ୍ୟେକ ସିଙ୍ଗଡ଼ାକୁ ସିରାରେ ବୁଡ଼ାଇ ଥାଳିରେ ସାଇଜ କରି ରଖ;ୁ ।
Prev Post
Next Post