ନିକଟରେ ଏକ ଗବେଷଣାରୁ ଜଣାଯାଇଛି ଯେ, ସ୍ମାର୍ଟଫୋନ୍ ସ୍କିନ୍ ପାଇଁ ହାନିକାରକ । ସ୍କିନ୍ ବିଶେଷଜ୍ଞଙ୍କ କହିବାନୁଯାୟୀ, ଚେହେରାରେ ବାରମ୍ବାର ସ୍ମାର୍ଟଫୋନ୍ର ଲାଇଟ୍ ଏବଂ ଇଲେକେଫ୍ରାମ୍ୟାଗ୍ନେଟିକ୍ ରେଡ଼ିଏସନ୍ ସ୍କିିନ୍କୁ କ୍ଷତି ପହଞ୍ଚାଇଥାଏ ।
ଜଣେ ବ୍ୟକ୍ତି ଫୋନକୁ ଧରିବା ପାଇଁ ତା’ର ଡାହାଣ କିମ୍ବା ବାମ ହାତର ସାହାଯ୍ୟ ଲୋଡ଼ିଥାଏ । ସ୍ମାର୍ଟଫୋନ୍ର କୁପ୍ରଭାବ ପଡ଼ିବା ମାତ୍ରେ ପ୍ରଥମେ ଆପଣଙ୍କୁ ଆପଣଙ୍କର ମୁହଁର ଗୋଟିଏ ପାଶ୍ୱର୍ର ସ୍କିନ୍ ଶୁଷ୍କ ହେଉଥିବା ନଜର ଆସିବ । କୌଣସି ସନ୍ସ୍କ୍ରିନ୍ ଲୋସନ୍ ଆପଣଙ୍କୁ ଏଥିରୁ ଉପଶମ ଦେଇପାରିବନାହିଁ ।
ଏହା କେବଳ ସ୍ମାର୍ଟଫୋନ୍ ଆଲୋକର ମ୍ୟାଗ୍ନେଟିକ୍ ପ୍ରଭାବ ଯୋଗୁଁ ହୋଇଥାଏ । ଏହି କ୍ଷତିକାରକ ଆଲୋକ ସ୍କିନ୍ର କୋଷିକା ଏବଂ ଡିଏନ୍ଏ ଉପରେ କୁପ୍ରଭାବ ପକାଇଥାଏ । ଯାହାଯୋଗୁଁ ବ୍ୟକ୍ତିର ସ୍କିନ୍ କୁଞ୍ଚିତ ହେବା ସହିତ ବୟସ୍କ ମଧ୍ୟ ଦେଖାଯାଇଥାଏ । କି;ୁ ଆଣ୍ଟି ଅକ୍ସିଡ଼େଣ୍ଟର ପ୍ରୟୋଗ କରିବାଦ୍ୱାରା କିଛି ପରିମାଣରେ ଉପଶମ ମିଳିଥାଏ ।
Prev Post