ଆଜିର ରାଶିଫଳ (ରବିବାର)

ତା :୨ / ୪ / ୨୦୨୩

ମେଷ : ଘରେ କିମ୍ବା ବାହାରେ ଅପଦସ୍ତ ହେବା ଭଳି ପରିସ୍ଥିତି ସୃଷ୍ଟି ହୋଇ ପାରେ। ସମ୍ମାନରେ ହାନି ଘଟିବ। ଯାନବାହାନରେ ଯାତ୍ରା କରୁଥିଲେ ଯଥେଷ୍ଟ ସତର୍କତା ଅବଲମ୍ବନ କରନ୍ତୁ।କିଛି ନୂତନ ସମ୍ପତ୍ତି ଅର୍ଜନ ହେତୁ ଆଜିର ପରିବେଶ ସୁଖଦ ହେବ ।

ବୃଷ : ବାହ୍ୟ ସ୍ଥାନରୁ ସମ୍ମାନ ପ୍ରାପ୍ତି ହେବ । ଆଜି ଦିନଟିରେ ଭ୍ରମଣର ଯୋଗ ରହିଛି । ମୂଲ୍ୟବାନ ଦ୍ରବ୍ୟ ନଷ୍ଟ ହେବା ସହ । ସମୟ ମଧ୍ୟ ନଷ୍ଟ ହେବ ।ପାରିବାରିକ ଜୀବନ ସୁଖ ମୟ ହେବ । ବ୍ୟବସାୟରେ ଭଲ ଲାଭ ମିଳିପାରେ ।

ମିଥୁନ : ଆୟ ଉତ୍ତମ ରହିଲେ ମଧ୍ୟ ଖର୍ଚ୍ଚ ମଧ୍ୟ ସମ୍ମାନ ପରିମାଣରେ ହେବ ବିଦ୍ୟାର୍ଥୀ ମାନେ ପରିଶ୍ରମର ଫଳ ପ୍ରାପ୍ତି କରିବେ। ମନ ଉତ୍ସାହିତ ରହିବ ପ୍ରଫୁଲ୍ଲ ରହିବ । ଚାଷ ଭଲ ହେବ ।ଚାକିରି କ୍ଷେତ୍ର ରେ ଉଚପଦସ୍ଥ ହେବେ ।

କର୍କଟ : କୌଣସି ସ୍ଥାନରୁ ମଧ୍ୟ ପୁରସ୍କୃତ ହେବେ । ସମ୍ମାନ ପ୍ରାପ୍ତି କରିବେ । ତାହା ସତ୍ବେ ଆଳସ୍ୟ ର ବଶବର୍ତ୍ତୀ ମଧ୍ୟ ହେବେ । ନୂତନ ନିଯୁକ୍ତ ପାଇଥିବା ବ୍ୟକ୍ତିମାନେ ପ୍ରଗତି ପାଇଁ ସୁଯୋଗ ପାଇବେ । ଆପଣଙ୍କ ପ୍ରେମ ସମ୍ପର୍କ ମଧ୍ୟ ଦୃଢ଼ ହେବ ।

ସିଂହ : ବ୍ୟବସାୟ ମଧ୍ୟମ ହେବ । ଆଜି ଆୟ ଅପେକ୍ଷା ବ୍ୟୟ ଅଧିକ ରହିବ । ମନ ସାମାନ୍ୟ ଅଶାନ୍ତ ରହିବ । ନିରାଶା ଏବଂ ଅସନ୍ତୋଷ ମନରେ ରହିବ । ବାର୍ତ୍ତାଳାପରେ ଶାନ୍ତ ରୁହନ୍ତୁ । କର୍ମ କ୍ଷେତ୍ର ରେ ସାମାନ୍ୟ କଳହ ରହିପାରେ ।

କନ୍ୟା : ଗୃହରେ ଶୁଭ କାର୍ଯ୍ୟ ପ୍ରାପ୍ତି ହେବ । ମାନ ସମ୍ମାନରେ ବୃଦ୍ଧି ଘଟିବ । ଧନଧାନ୍ୟରେ ବୃଦ୍ଧି ଘଟି ପାରେ। ବ୍ୟବସାୟୀଙ୍କ ପାଇଁ ଦିନଟି ବିଶେଷ ଶୁଭ ଦାୟକ ରହିଛି । ଚାକିରି ଖୋଜୁଥିବା ବ୍ୟକ୍ତିଙ୍କୁ ନୂଆ ସ୍ଥାନ ପ୍ରପ୍ତିଭୋଇ ପାରେ ।

ତୁଳା : କର୍ମ ଫଳ ନିଶ୍ଚୟ ପ୍ରାପ୍ତି ହେବ । ବିଦେଶ ଯାତ୍ରାରେ ଶୁଭ ଫଳାଫଳ ମିଳିବ । ସେବା ପୂଜାରେ ମନୋନିବେଶ କରିବେ । କିଛି ନୂଆ କାର୍ଯ୍ୟର ଆରମ୍ଭ ଆପଣ ଆଜି କରିପାରନ୍ତି । ଜୀବନସାଥୀଙ୍କ ସଂପୂର୍ଣ୍ଣ ସହଯୋଗ ମିଳିବ । ସ୍ଵାସ୍ଥ୍ୟଗତ ସମସ୍ୟା କିଛି ଦେଖା ଦେଇ ପାରେ ।

ବିଛା : ଖର୍ଚ୍ଚାନ୍ତ ହେବେ। ଯାନବାହାନ ରେକ ସତର୍କତା ଅବଲମ୍ବନ କରନ୍ତୁ । ମନରେ ବିଷାଦ ସୃଷ୍ଟି ହେବ । ମନରେ ଆଶା ଏବଂ ନିରାଶାର ଭାବନା ରହିପାରେ । ଶିକ୍ଷାଗତ କାର୍ଯ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ସାମାଜିକ କାର୍ଯ୍ୟରେ ଯୋଗଦାନ କରିବେ।

ଧନୁ : ଆୟଠାରୁ ବ୍ୟୟ ଅଧିକ ରହିବ । ସୁଖ ହାନି ହୋଇ ପରେ । ଖର୍ଚ୍ଚାନ୍ତ ହେବେ। ଯାନବାହାନରେ ସତର୍କତା ଅବଲମ୍ବନ କରନ୍ତୁ । ବନ୍ଧୁ ଙ୍କ ସହଯୋଗ ପାଇ ଖୁସି ଅନୁଭବ କରିବେ । ଆପଣ କାର୍ଯ୍ୟ କ୍ଷେତ୍ରରେ ଚଳଚଞ୍ଚଳ ରହିବେ ।

ମକର : ସର୍ବ କାର୍ଯ୍ୟ ସିଦ୍ଧି ଘଟିବ ହେଲେ ମଧ୍ୟ ଶତ୍ରୁଙ୍କ ଭୟ ରହିବ ଶାରୀରିକ ଓ ମାନସିକ ଶାନ୍ତି ମିଳିବ । ବ୍ୟକ୍ତିଗତ ସମସ୍ୟାର ସମାଧାନ ହେବ । ସାନ ଭାଇଭଉଣୀଙ୍କ ସହିତ ସମନ୍ୱୟ ରହିବ । ବ୍ୟବସାୟ ରେ ମଧ୍ୟମ ଫଳ ପ୍ରାପ୍ତ ହେବ ।

କୁମ୍ଭ : ଅଟକୁଥିବ କାର୍ଯ୍ୟ ଏ ସମାପ୍ତି ଘଟିବ। ସବୁ କ୍ଷେତ୍ରରେ ଶୁଭ ହେବ । ଦୁର୍ଜନଙ୍କ ଠାରୁ ଦୂରେଇ ରହିଲେ ଭଲ ।ଅଦରକାରୀ କାର୍ଯ୍ୟକଳାପରେ ଆପଣଙ୍କର ସମୟ ଏବଂ ଶକ୍ତି ନଷ୍ଟ କରନ୍ତୁ ନାହିଁ । ତୁମର ନିଷ୍ପତ୍ତି ଉପରେ ଉପଯୁକ୍ତ ଧ୍ୟାନ ଦିଅ ।

ମୀନ : ପରିବାରରେ କଳହ ଯୋଗ ରହିଛି। ଅର୍ଥ ବିଷୟକୁ ନେଇ ଚିନ୍ତାରେ ରହିବେ । କୌଣସି ମାନସିକ ଚିନ୍ତାରେ ପଡ଼ି ପାରନ୍ତି । କାହାକୁ ରବିବାର ଉଧାର ଦିଅନ୍ତୁ ନାହିଁ । ସ୍ବାସ୍ଥ୍ୟ ଅବସ୍ଥାରେ ଅବନତି ଘଟିବ । କାର୍ଯ୍ୟ କ୍ଷେତ୍ରରେ କିଛି ନୂଆ ସୁଯୋଗ ମିଳିବ ।

SBI AD