ଆଜିର ରାଶିଫଳ (ଶୁକ୍ରବାର)

ତା : ୧୪ / ୮ /୨୦୨୦

ମେଷ : ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ। ଇଚ୍ଛା ପୂରା କରିବାର ପ୍ରୟାସରେ ଆଜି ସଫଳ ହେବ। ଚାକିରିରେ ସଂମ୍ମାନ ବଢ଼ିପାରେ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଉତ୍ତମ। ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ। ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୬ ।

ବୃଷ : ପରିବାର ଲୋକଙ୍କ ସହିତ ଖୁସିର ମୁହୂର୍ତ୍ତ ଅତିବାହିତ କରିବେ। ଶିକ୍ଷା କ୍ଷେତ୍ରରେ ଉନ୍ନତି ଲାଗି ନୂଆ ସୁଯୋଗ ମିଳିବ। ପରିବାର ଲୋକଙ୍କ ସହିତ ଖୁସିର ମୁହୂର୍ତ୍ତ ଅତିବାହିତ କରିବେ। ସୁଚାରୁ ରୂପେ ବ୍ୟବସାୟ ଚାଲିବ। ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୨ ।

ମିଥୁନ : ଚାକିରିରେ ଉନ୍ନତି ହୋଇପାରେ। ଆୟ ଲାଗି ନୂଆ ପନ୍ଥାର ସନ୍ଧାନ କରିବେ। କାର୍ଯ୍ୟ ତତ୍ପର ରହିବେ । ନିଜ ନିଷ୍ପତ୍ତି ନେଇ ଜୀବନସାଥୀଙ୍କ ସମର୍ଥନ ପାଇବେ। ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୫ ।

କର୍କଟ : କାରବାରରେ ସ୍ଥଗିତ କାର୍ଯ୍ୟ ସ˚ପୂର୍ଣ୍ଣ ହେବ। ସରକାରୀ କ୍ଷେତ୍ରରୁ ଲାଭ ପାଇବେ। ପ୍ରିୟତମଙ୍କ ସହିତ ନିବିଡ଼ତା ବୃଦ୍ଧି ପାଇବ।ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇପାରନ୍ତି । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୭ ।

ସି˚ହ : ନିର୍ଦ୍ଧାରିତ ସମୟ ପୂର୍ବରୁ କାମ ପୂରା ହୋଇପାରେ। ଆର୍ଥିକ ବ୍ୟାପାର ନେଇ ଭଲ ଖବର ପାଇବେ। ଦୀର୍ଘ ଦିନର ବନ୍ଧୁତା ପ୍ରେମରେ ବଦଳି ପାରେ। ସ୍ବାସ୍ଥ୍ୟରେ ସୁଧାର ହେବ। ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୧ ।

କନ୍ୟା : ଆପଣ କେବଳ ନିଜ କାମରେ ମନୋଯୋଗ ଦିଅନ୍ତୁ। ଅଯଥା କାହାରି ସହିତ ତର୍କ କରନ୍ତୁ ନାହିଁ। ପ୍ରିୟ ବନ୍ଧୁଙ୍କୁ ସୁନ୍ଦର ଉପହାର ଦେଇପାରନ୍ତି। କର୍ମକ୍ଷେତ୍ରରେ କାମଗୁଡିକ ବିଳମ୍ବ ହେବାରୁ ବିରକ୍ତିି ପ୍ରକାଶ କରିବେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୪ ।

ତୁଳା : କାର୍ଯ୍ୟରେ ସଫଳ ହେବେ । ଆପଣଙ୍କ ମନ ପ୍ରସନ୍ନ ରହିବ। ନୂଆ ଲୋକଙ୍କ ସହିତ ସକାରାତ୍ମକ ବାର୍ତ୍ତାଳାପ ହେବ। ଅଚାନକ ଧନଲାଭ ହୋଇପାରେ। ବେପାରରେ ଉନ୍ନତିର ଆଭାସ ମିଳିପାରେ। ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୮ ।

ବିଛା : କାର୍ଯ୍ୟ ତତ୍ପର ରହିବେ । ଆଗକୁ ବଢ଼ିବା ଲାଗି ଭାଗ୍ୟର ସ˚ପୂର୍ଣ୍ଣ ସହଯୋଗ ମିଳିବ। ବ୍ୟବସାୟରେ ଆଶାଜନକ ଫଳ ପାଇବେ। ମହିଳାଙ୍କର ଗଳ୍ପ କବିତା ଆଦିରେ ରୁଚି ବଢ଼ିବ। ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୯ ।

ଧନୁ : ସୌଭାଗ୍ୟ ପ୍ରାପ୍ତ ହେବ । ଯାହା ବି କାମ କରିବେ ସଫଳତା ପାଇବେ। ଆର୍ଥିକ ସ୍ଥିତି ସୁଦୃଢ଼ ରହିବ। ଆପଣଙ୍କୁ କାର୍ଯ୍ୟ କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ମିଳିପାରେ। ସ୍ବାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ। ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୩ ।

ମକର : ପରିବାରରେ ଶାନ୍ତିର ବାତାବରଣ ରହିବ। ପୂଜାପାଠରେ ସମୟ ବିତିବ। ରାଜନୀତିରେ ଆର୍ଥିକ ଲାଭ ହେବ। ଆତ୍ମୀୟସ୍ବଜନଙ୍କୁ ମନର କଥା କହିବେ। ପରିବାରରେ ପୁତ୍ରକନ୍ୟାଙ୍କ ହେତୁକ ସମସ୍ୟା ଲାଗି ରହିବ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୪ ।

କୁମ୍ଭ : ଦିନ ସାରା ଶକ୍ତିବାନ ଅନୁଭବ କରିବେ। ଅଧିକାରୀଙ୍କ ସହିତ ମହତ୍ତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବେ। ଛାତ୍ରଙ୍କ କ୍ୟାରିୟରରେ ବଡ଼ ପରିବର୍ତ୍ତନ ଆସିବ। ପରିବାର ଭିତରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୨ ।

ମୀନ : କାର୍ଯ୍ୟ ତତ୍ପର ରହିବେ । ନୂତନ ଜ୍ଞାନ ହାସଲ କରିବେ। ସକାରାତ୍ମକ ଭାବନା ଆପଣଙ୍କ ଲାଗି ଲାଭଦାୟକ ସାବ୍ୟସ୍ତ ହେବ। ବେପାରେ ଅଧିକ ଲାଭ ପାଇଁ ନୂଆ କୌଶଳ ଅବଲମ୍ବନ କରିବେ। ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୮ ।