ମେଷ: ବ୍ୟବସାୟରେ ମନ ଚାହୁଁଥିବା ସଫଳତା ଓ ଲାଭ ପାଇବେ । ଜୀବନସାଥୀଙ୍କ ସହ ଭଲ ତାଳମେଳ ରହିବ । ଗାଡ଼ି ଚଳାଇବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ ।
ବୃଷ: ଅଫିସରେ ସମସ୍ତଙ୍କର ସହଯୋଗ ପାଇବେ । ପରିବାରରେ ବାତାବରଣ ଶାନ୍ତିଦାୟକ ରହିବ । କୌଣସି ବନ୍ଧୁ ସହିତ ବସି ଭବିଷ୍ୟତ ଯୋଜନା ଉପରେ ବିଚାର ବିମର୍ଶ କରିବେ ।
ମିଥୁନ: ପରିବାର ଲୋକଙ୍କ ସହ ଖୁସିର ମୁହୂର୍ତ୍ତ ଅତିବାହିତ କରିବେ । କାର୍ଯ୍ୟକ୍ଷେତ୍ରରେ ସଫଳତାର ଶିଖରରେ ପହଞ୍ଚିବେ । ପ୍ରତିଯୋଗିତାମୂଳକ ପରୀକ୍ଷା ସଂପର୍କରେ ଭଲ ଖବର ପାଇବେ ।
କର୍କଟ : ବ୍ୟବସାୟରେ ମନ ଚାହୁଁଥିବା ସଫଳତା ଓ ଲାଭ ପାଇବେ । ଜୀବନସାଥୀଙ୍କ ସହ ଭଲ ତାଳମେଳ ରହିବ । ଗାଡ଼ି ଚଳାଇବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ ।
ସିଂହ : କାର୍ଯ୍ୟକ୍ଷେତ୍ରରେ ପୂର୍ବ ଜଣାଶୁଣାରୁ ଲାଭ ପାଇବେ । ଆପଣଙ୍କର ନୂଆ କୌଶଳ ଆପଣଙ୍କ ବ୍ୟବସାୟକୁ ଆଗକୁ ବଢ଼ାଇବ । ଦାମ୍ପତ୍ୟ ଜୀବନରେ ଖୁସି ରହିବ ।
କନ୍ୟା : ଆଧ୍ୟାତ୍ମିକ ଓ ଧାର୍ମିକ ବିଷୟରେ ରୁଚି ବଢ଼ିବ । ଜମି ସମ୍ବନ୍ଧୀୟ କାମରେ ପୁଞି ଲଗାନ୍ତୁ ଲାଭ ହେବ । ଘରକୁ କୁଣିଆ ଆସିବେ । ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ବହୁତ ଭଲ ରହିବ ।
ତୁଳା : ମହତ୍ବପୂର୍ଣ୍ଣ କାର୍ଯ୍ୟରେ ମାଆଙ୍କ ସହଯୋଗ ପାଇବେ । ଭଲ ସାମାଜିକ କର୍ମୀ ରୂପେ ପ୍ରସିଦ୍ଧି ବଢ଼ିବ । ଆମଦାନି ବଢ଼ିବା ପାଇଁ କୌଣସି ମାର୍ଗ ଖୋଲିବ ।
ବିଛା : ଆର୍ଥିକ ସ୍ଥିତିରେ ଉନ୍ନତି ହେବ । ଅନ୍ୟମାନଙ୍କ ସହିତ କଥା ହେବାବେଳେ ଠିକ୍ ଭାଷା ପ୍ରୟୋଗ କରନ୍ତୁ । ଆଜି ଜୀବନ ସାଥିଙ୍କ ସହ ନୂଆ ସ୍ଥାନକୁ ଯାତ୍ରା କରିପାରନ୍ତି ।
ଧନୁ : ପରିବାର ସହିତ ସମୟ ବିତାଇବେ । ବେପାରରେ ଲାଭ ପାଇବେ । ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କୁ ପ୍ରସଦ୍ଧି ମିଳିବ । ଛାତ୍ରଛାତ୍ରୀ ପରୀକ୍ଷାରେ ଭଲ କରିବେ ।
ମକର : ଅର୍ଥ ପାଇଁ କୌଣସି କାମ ସ୍ଥଗିତ ହୋଇପାରେ । କୌଣସି ବ୍ୟକ୍ତି କ୍ଷତି ପହଞ୍ଚାଇପାରନ୍ତି । ତେଣୁ ସତର୍କ ରୁହନ୍ତୁ । କିଛି ଭଲ ଖାଦ୍ୟ ମିଳିପାରେ ।
କୁମ୍ଭ :ବାପାଙ୍କ ସହଯୋଗରେ ଜରୁରୀ କାମ ପୂରା ହୋଇଯିବ । ମହତ୍ବପୂର୍ଣ୍ଣ ଲୋକଙ୍କ ସହିତ ସାକ୍ଷାତ ହେବ । ସାମାଜିକ କାର୍ଯ୍ୟରେ ରୁଚି ବଢ଼ିବ । ଛାତ୍ରଛାତ୍ରୀମାନେ ପାଠପଢ଼ାରେ ମନା ଲାଗାନ୍ତୁ ।
ମୀନ : ଆପଣଙ୍କ କାମ ନିର୍ଦ୍ଧାରିତ ସମୟ ପୂର୍ବରୁ ସଂପୂର୍ଣ୍ଣ ହୋଇଯିବ । କାମରେ ବନ୍ଧୁର ପରାମର୍ଶ ନେବା ଲାଭପ୍ରଦ ରହିବ । ରାଜନୀତି କ୍ଷେତ୍ରରେ ଥିବା ଲୋକ କୌଣସି ସମାରୋହକୁ ଯିବାର ମଉକା ପାଇବେ ।
