ସମ୍ବଲପୁର, ୪/୯ : ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ଆଉ ୨ଟି ଗେଟ । ହୀରାକୁଦ ଜଳ ଭଣ୍ଡାରଜଳ ସ୍ତର ହ୍ରାସ ପାଉଥିବାରୁ ଡ୍ୟାମର ଆଉ ଦୁଇଟି ଫାଟକକୁ ବନ୍ଦ କରାଯାଇଛି। ଏବେ ମୋଟ୍ ୯ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଥିବା ଜଣାପଡିଛି। ବାମପଟୁ ୭ଟି ଗେଟ୍ ଦେଇ ଜଳ ନିଷ୍କାସିନ ହେଉଥିବାବେଳେ ଡାହାଣପଟୁ ୨ଟି ଗେଟ୍ ଦେଇ ଜଳନିଷ୍କାସନ ଜାରି ରହିଛି।
Comments are closed.