ଭୁବନେଶ୍ବର,୫/୪ : ରାଜ୍ୟ କଂଗ୍ରେସର ବିକ୍ଷୋଭ ଓ ଶୋଭାଯାତ୍ରା କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପିସିସି ସଭାପତି ଭକ୍ତଚରଣ ଦାସ ୩୫ଟି ସାଙ୍ଗଠନିକ ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛନ୍ତି। ଅନୁଗୁଳ ଜିଲ୍ଲା – ଲଲାଟେନ୍ଦୁ ଦାସ ଓ ଅନିମା ମିଞ୍ଜ, ବାଲେଶ୍ବର – ବନ୍ଦିତା ପରିଡ଼ା ଓ ପଦ୍ମାକର ଗୁରୁ, ବରଗଡ଼ – ଘାସରାମ ମାଝୀ ଓ ଫାରୁକ ମହମ୍ମଦ, ଭଦ୍ରକ – ଜାନକୀ ବଲ୍ଲଭ ପଟ୍ଟନାୟକ, ମୟୂରଭଞ୍ଜ – ଅଜିତ ଜେନା, ଭୁବନେଶ୍ବର – ଦେବାଶିଷ ପଟ୍ଟନାୟକ, ବଲାଙ୍ଗୀର – ନୀଳମାଧବ ହିକକା ଓ ମନୋଜ ବିଶ୍ବାଳ, ବୌଦ୍ଧ – ସଂଗ୍ରାମ କେଶରୀ ମହାନ୍ତି, କଟକ – ଲଲାଟେନ୍ଦୁ ମହାପାତ୍ର, କଟକ ସିଟି – ମନୋଜ ଜେନା ଓ ହିମାଂଶୁ ଲେଙ୍କା, ଦେବଗଡ଼ – ସଂଗ୍ରାମ କେଶରୀ ଦାସ, ଢେଙ୍କାନାଳ – ଚିନ୍ମୟ ସୁନ୍ଦର ଦାସ ଓ ବିଶ୍ବଜିତ ଦାଶ, ଗଞ୍ଜାମ(ପୂର୍ବ) – ବିଧାୟକ ପ୍ରଫୁଲ୍ଲ ପ୍ରଧାନ ଓ ପ୍ରଦୀପ ଦାସ, ଗଞ୍ଜାମ(ପଶ୍ଚିମ) – ଅଭିମନ୍ୟୁ ବେହେରା ଓ ବିଜୟ ପ୍ରଧାନ, ଗଜପତି – ଦୁର୍ଗା ପଣ୍ଡା, ଜଗତସିଂହପୁର ରାଜକିଶୋର ବାରିକ ଓ ସିଦ୍ଧାର୍ଥ ମହାନ୍ତି, ଯାଜପୁର – ଚିନ୍ମୟ ପ୍ରସାଦ ବେହୁରା ଓ ସୁଦର୍ଶନ ଦାସ, ଝାରସୁଗୁଡ଼ା – ସିଦ୍ଧାର୍ଥ ସ୍ବରୂପ ଦାସ, କଳାହାଣ୍ଡି – ମନୋରଂଜନ ତ୍ରିପାଠୀ ଓ ଅଜିତ ଦାସ, କନ୍ଧମାଳ – ବିଧାୟକ ରମେଶ ଜେନା, କେନ୍ଦ୍ରାପଡ଼ା – ଶାନ୍ତାୟନ ମିଶ୍ର, କେନ୍ଦୁଝର – ପୃଥ୍ବୀବଲ୍ଲଭ ପଟ୍ଟନାୟକ ଓ ସସ୍ମିତା ବେହେରା, ଖୋର୍ଦ୍ଧା – ସୁଜିତ ପାଢ଼ୀ ଓ ବାଙ୍କନିଧି ବେହେରା, କୋରାପୁଟ – ବିଧାୟକ ସତ୍ୟଜିତ ଗମାଙ୍ଗୋ, ମୟୂରଭଞ୍ଜ ପୂର୍ବ – ଯଶବନ୍ତ ଲାଗୁରି ଓ ତରୁଣ ମିଶ୍ର, ମୟୂରଭଞ୍ଜ ପଶ୍ଚିମ – ନଳିନୀ ମହାନ୍ତି, ମାଲକାନଗିରି – ବିଧାୟକ ପବିତ୍ର ସାଉଁନ୍ତା ଓ ଦ୍ବାରିକା ମହାପାତ୍ର, ନବରଙ୍ଗପୁର – ବଳଭଦ୍ର ମାଝୀ ଓ ପୁରୁଷୋତ୍ତମ ଗୁପ୍ତା, ନୂଆପଡ଼ା – ମୁରଲିଧର ନାୟକ, ନୟାଗଡ଼ – ଅମୀୟ ପଟ୍ଟନାୟକ ଓ ୟାସିର ନୱାଜ, ପୁରୀ – ଦାଶ ଓ ମନୋରଂଜନ ପଟ୍ଟନାୟକ, ରାୟଗଡ଼ା – ଦ୍ରୌପଦୀ ମାଝୀ ଓ ପ୍ରଦୀପ ମହାପାତ୍ର, ରାଉରକେଲା – ରାଜକିଶୋର ଷଡ଼ଙ୍ଗୀ, ସମ୍ବଲପୁର – ସନ୍ତୋଷ ସିଂହ ସାଲୁଜା ଓ ବିଜୟାନନ୍ଦ ଚାଉଳିଆ, ସୁବର୍ଣ୍ଣପୁର – ରତିକାନ୍ତ କାନୁନ୍ଗୋ ଓ ଗଶେଣ ସାହୁ, ସୁନ୍ଦରଗଡ଼ – ମାନସ ମଲ୍ଲିକ ଓ ରଞ୍ଜନ ସେଠୀ ଦାୟିତ୍ବରେ ଥିବା କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି।