ବଟବାବା ଭାରତୀ ବିଦ୍ୟା ମନ୍ଦିରରେ ବାର୍ଷିକ ବିଜ୍ଞାନ ପ୍ରଦର୍ଶନି – ୨୦୨୫

ମହାକାଳପଡ଼ା : କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ବିଜୟନଗରସ୍ଥିତ ବଟବାବା ଭାରତୀ ବିଦ୍ୟା ମନ୍ଦିର ପରିସର ରେ ବିଜ୍ଞାନ ପ୍ରଦର୍ଶନୀ -୨୦୨୫ ଅନୁଷ୍ଠିତ ହୋଇଯାଇଛି l ବିଦ୍ୟା ମନ୍ଦିର ର ଅଧ୍ୟକ୍ଷ ଗୋପାଳ ଚରଣ ମହାନ୍ତି ଙ୍କସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ବିଜୟନଗର ଉଚ୍ଚ ବିଦ୍ୟାଳୟ ର ଭlରପ୍ରାପ୍ତ ପ୍ରଧାନ ଶିକ୍ଷକ ବନମାଳୀ ଦାସ, ବିଜ୍ଞାନ ଶିକ୍ଷକ ମୃତ୍ୟୁଞ୍ଜୟ ନାୟକ , ଲଷ୍ମୀପ୍ରିୟା ସାମଲ ଙ୍କ ସହିତ ନୀଳମାଧବ ୟୁପିଏସ ର ପ୍ରଧାନ ଶିକ୍ଷକ ଗୌରାଙ୍ଗ ନାୟକ ଆମନ୍ତ୍ରିତ ଅତିଥି ଭାବେ ମଂଚାସୀନ ଥିଲେ l ବିଜ୍ଞାନ ପ୍ରଦର୍ଶନୀ -୨୦୨୫ ରେ ବିଦ୍ୟାମନ୍ଦିର ର ଛାତ୍ର /ଛାତ୍ରୀ ସମୁଦାୟ ୫୨ଗୋଟି ପ୍ରକଳ୍ପ ଉପସ୍ଥାପନ କରିଥିଲେ l ପାଖ ଉଚ୍ଚ ବିଦ୍ୟାଳୟ ଓ ୟୁପିଏସ ର ଛାତ୍ର /ପ୍ରଦର୍ଶିତ ପ୍ରକଳ୍ପ ଗୁଡିକ ପରିଦର୍ଶନ ପାଇଁ ଆସିଥିଲେ l

 

କାର୍ଯ୍ୟକ୍ରମ କୁ ସରସ ସୁନ୍ଦର କରିବା ପାଇଁ ବିଦ୍ୟାମନ୍ଦିରର ଛାତ୍ର /ଛାତ୍ରୀ ମାନଙ୍କୁ ଗୁରୁଜୀ ଅକ୍ଷୟ ସ୍ୱାଇଁ,ଶ୍ରୀବତ୍ସ ନାୟକ ଆଦି ବେଶ ଉତ୍ସାହିତ କରିଥିଲେ l ପ୍ରଦର୍ଶନୀ -୨୦୨୫ ରେ ବିଦ୍ୟାମନ୍ଦିର ର ଛାତ୍ର /ଛାତ୍ରୀ ସମୁଦାୟ ୫୨ଗୋଟି ପ୍ରକଳ୍ପ ଉପସ୍ଥାପନ କରିଥିଲେ l ପାଖ ଉଚ୍ଚ ବିଦ୍ୟାଳୟ ଓ ୟୁପିଏସ ର ଛାତ୍ର /ପ୍ରଦର୍ଶିତ ପ୍ରକଳ୍ପ ଗୁଡିକ ପରିଦର୍ଶନ ପାଇଁ ଆସିଥିଲେ l କାର୍ଯ୍ୟକ୍ରମ କୁ ସରସ ସୁନ୍ଦର କରିବା ପାଇଁ ବିଦ୍ୟାମନ୍ଦିରର ଛାତ୍ର /ଛାତ୍ରୀ ମାନଙ୍କୁ ଗୁରୁଜୀ ଅକ୍ଷୟ ସ୍ୱାଇଁ,ଶ୍ରୀବତ୍ସ ନାୟକ ଆଦି ବେଶ ଉତ୍ସାହିତ କରିଥିଲେ l

Madhukunj