ଭଦ୍ରକ ଓକିଲ ସଂଘ ସଭାପତି ଦିଲ୍ଲୀପ ମହାପାତ୍ରଙ୍କ ପରଲୋକ

ଭଦ୍ରକ,୪/୧: ଭଦ୍ରକ ବାର୍‌ ଆସୋସିଏସନ ତଥା ଓକିଲ ସଂଘର ସଭାପତି ଦିଲ୍ଲୀପ ମହାପାତ୍ରଙ୍କ ପରଲୋକ। ଦିଲ୍ଲୀପ ଦୀର୍ଘ ଦିନରୁ ଅସୁସ୍ଥ ଥିଲେ। ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ପୂର୍ବରୁ ଭଦ୍ରକ ଓକିଲ ସଂଘର ସଭାପତି ଓ ସମ୍ପାଦକ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି। ତାଙ୍କ ଦେହାନ୍ତରେ ଭଦ୍ରକ ଜିଲ୍ଲା ଓକିଲ ସଂହ ପକ୍ଷରୁ ଶୋକ ପ୍ରକଶ କରାଯାଇଛି। ତାଙ୍କ ପ୍ରାର୍ଥିବ ଶରୀର ଭଦ୍ରକ ଅଦାଲତରେ ପହଞ୍ଚିବା ପରେ ଶ୍ରଦ୍ଧା ସୁମନ ଅର୍ପଣ କରାଯିବ। ପରେ ତାଙ୍କ ଗାଁରେ ପରିକ୍ରମା କରାହେବା ସତ୍କାର ହେବ ବୋଲି କୁହାଯାଇଛି।

SBI AD