ଭୁବନେଶ୍ୱର, ୦୭/୦୮ : ରାଜ୍ୟର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ତଥା ଅରୁନ୍ଧତୀ ହୁଏଲର୍ସକୁ ନିକଟରେ ଆଉ ଏକ ସମ୍ମାନ ଓ ସ୍ବୀକୃତି ମିଳିଛି। ଏପରିକି ଅରୁନ୍ଧତୀ ଜୁଏଲର୍ସକୁ ସର୍ବଭାରତୀୟ ପୁରରେ ଓଡ଼ିଶାର ଏକମାତ୍ର ନାଟୁରାଇ ଡାଇମଣ୍ଡ ହୁଏଲେରି ଡିଟେଲର ଭାବେ ସମ୍ମାନିତ କରାଯାଇଛି। ବିଶେଷକରି ଓଡ଼ିଶା ଅଳଙ୍କାର ବଜାର କ୍ଷେତ୍ରରେ ଅରୁନ୍ଧତୀ ହୁଏଲର୍ସ ଉଲ୍ଲେଖନୀୟ ଅବଦାନ ପ୍ରଦାନକରି ଜାତୀୟପୁରରେ ଗୌରବ ବର୍ଜନ କରିଛି । ଦି ବିୟର୍ସ ଡାଇମଣ୍ଡ ଆଣ୍ଡ ଜେମ୍ସ ଆଣ୍ଡ ହୁଏଲେରି ଏକ୍ସପର୍ଟ ପ୍ରମୋସନ କାଉନସିଲ ଅଫ୍ ଇଣ୍ଡିଆ ଦ୍ବାରା ମୁମ୍ବାଇଠାରେ ଆୟୋଜିତ ଏକ ବର୍ତ୍ତଜ୍ୟ କାର୍ଯ୍ୟକ୍ରମରେ ଓଡ଼ିଶାର ଅଗ୍ରଣୀ ହୁଏଲେରି ପ୍ରତିଷ୍ଠାନ ଅସୁନ୍ଧତୀ ହୁଏଇର୍ସକୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଆସୁଥିବା ଅରୁନ୍ଧତୀ ଜୁଏଲର୍ସ ଏହି କ୍ରମରେ ହାରା ଗହଣା କ୍ଷେତ୍ରରେ ମଧ୍ୟ ସମ୍ପୂର୍ଣ ଶୁଦ୍ଧତା ଭରା ଯୋଗାଇଦେବା ସହ ଓଡ଼ିଶାପୀ ଅରୁନ୍ଧତୀର ସମସ୍ତ ଶାଖାରେ ସର୍ବପ୍ରଥମ ଥର ପାଇଁ ସବୁରାଇ ଡାଇମଣ୍ଡ ଟେଷ୍ଟି ମେଶିନ ଉପକଳ୍ପ କରାଇଛି। ଏହା ମାଧ୍ୟମରେ ଗ୍ରାହକମାନେ ହୀରାର ମାନକୁ ପରୀକ୍ଷଣ କରାଇପାରିବା ସହ ପ୍ରକୃତ ହୀରା ବିଷୟରେ ଜାଣିପାରିବେ। ଏ ସମ୍ପର୍କରେ ଅରୁନ୍ଧତୀ ଜୁଏଲର୍ସର ପ୍ରତିଷ୍ଠାତା ବ୍ରହ୍ମାନନ୍ଦ ମେହେର କହିଥିଲେ, ପ୍ରତିଟି ଓଡ଼ିଆ ଉପଭୋକ୍ତା ଅରୁନ୍ଧତୀକୁ ନିଜ ହୃଦୟରେ ସ୍ଥାନ ଦେଇଛନ୍ତି ଏପରିକି ଆମକୁ ଏଭଳି ଏକ ସମ୍ମାନର ଅଧୁକାରୀ କରାଇଥିବାରୁ ଆମେ ସମଗ୍ର ଓଡ଼ିଶାବାସୀଙ୍କୁ ଅଶେଷ ଧନ୍ୟବାଦ ଓ ହୃତଜ୍ଞତା ଜ୍ଞାପନ କରୁଛୁ। ଆଗାମୀ ଦିନରେ ମଧ୍ୟ ସଚ୍ଛତା, ଶୁଦ୍ଧତା ଇରା ଏବଂ ଗ୍ରାହକଙ୍କ ପସନ୍ଦକୁ ପ୍ରାଧାନ୍ୟଦେବା ସହ ନିରନ୍ତର ଓ ନିଶ୍ବାପର ସେବା ଜାରି ରହିବ ବୋଲି ସେ ବିସ୍ତୃତ ଭାବେ ମତପ୍ରକାଶ କରିଥିଲେ।