ବରଗଡ଼ରେ ୨୬ ବର୍ଷିୟ ଯୁବକଙ୍କ ଗଳା କାଟି ହତ୍ୟା

ଭୁବନେଶ୍ୱର, ୧୪/୧୦ : ବରଗଡ଼ରେ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ । ୨୬ ବର୍ଷିୟ ଯୁବକଙ୍କ ଗଳା କାଟି ହତ୍ୟା । ପାଣିଛତ୍ର ଓଭର ବ୍ରିଜ୍ ରାସ୍ତା ଉପରେ ପଡ଼ିଛି ଗଳାକଟା ମୃତଦେହ । ମୃତକ ଜମୁର୍ଡା ଟାଙ୍ଗରପଡାର ଭୀମସେନ ବିଶ୍ବାଳ ଜଣାପଡ଼ିଛି । ହତ୍ୟାକାଣ୍ଡ ର କାରଣ ଅସ୍ପଷ୍ଟ । ଘଟଣା ସ୍ଥଳରେ ଗ୍ରାମାଞ୍ଚଳ ଥାନା ପୋଲିସର ତଦନ୍ତ । ଗତ ୧୨ ତାରିଖରେ ଗୌରାଙ୍ଗ ଟିକ୍ରା ଗାଁର ଜଣେ ବ୍ୟକ୍ତିଙ୍କ ମିଳିଥିଲା ଗଳାକଟା ମୃତଦେହ ।

SBI_Festive_Digital Billboard