ଭୁଶୁଡ଼ିଲା ୪ ମହଲା କୋଠା : ୪ ମୃତ

0

ନୂଆଦିଲ୍ଲୀ,୧୯/୦୪ : ରାଜଧାନୀ ଦିଲ୍ଲୀର ମୁସ୍ତଫାବାଦରେ ଏକ ୪ ମହଲା କୋଠା ଭୁଶୁଡ଼ି ପଡ଼ିଛି। ଏଥିରେ ୪ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୪ରୁ ଅଧିକ ଜଣଙ୍କୁ ଉଦ୍ଧାର କରାଯାଇଛି। ଏନ୍‌ଡିଆର୍‌ଏଫ୍‌, ଅଗ୍ନିଶମ କର୍ମଚାରୀ ଏବଂ ଦିଲ୍ଲୀ ପୋଲିସର ଉଦ୍ଧାରକାରୀ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଛ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ପୋଲିସ ଆହୁରି କହିଛି, ସେମାନେ କୋଠା ଭୁଶୁଡ଼ିବା କାରଣ ଖୋଜୁଛନ୍ତି।

 

Leave A Reply

Your email address will not be published.