Browsing Category
ଦୁର୍ଘଟଣା
କେନାଲର ଭିତରକୁ ପଶିଗଲା କାର, ଅଳ୍ପକେ ବର୍ତ୍ତିଲେ ମା’- ପୁଅ : ଦେବଦୂତ ସାଜିଲେ ଅବସରପ୍ରାପ୍ତ ସୈନିକ
ବାଲିଚନ୍ଦ୍ରପୁର,୨୩/୯ : ଭାରସାମ୍ୟ ହରାଇ ପଟ୍ଟାମୁଣ୍ଡାଇ କେନାଲର ଭରା ପାଣି ଭିତରକୁ ଚଳନ୍ତା କାର ପଶି ଯାଇଥିଲା। ଫଳରେ କାର ଭିତରେ ଥିବା ଚାଳକ ସହିତ ଜଣେ ମହିଳା ଓ ତାଙ୍କର ଜଣେ ପୁଅ ଅଳ୍ପକେ ବର୍ତ୍ତି ଯାଇଥିଲେ।…
Read More...
Read More...
ଇନ୍ଦୋରରେ ଭୁଶୁଡ଼ିଲା ତିନି ମହଲା କୋଠା : ୨ ମୃତ
ନୂଆଦିଲ୍ଲୀ,୨୩/୦୯ : ଇନ୍ଦୋରରେ ପୁରୁଣା ତିନି ମହଲା କୋଠା ଭୁଶୁଡ଼ି ୨ ମୃତ । ସେହିପିର ୧୨ ଜଣ ଆହତ ଥିବା ବେଳେ ସମସ୍ତଙ୍କୁ ନିକଟସ୍ଥ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମଧ୍ୟପ୍ରଦେଶର ଜବାହାର ମାର୍ଗର ରାଣୀପୁରା…
Read More...
Read More...
ଭୟଙ୍କର ମର୍ମନ୍ତୁଦ ସଡକ ଦୁର୍ଘଟଣା : ପାଞ୍ଚ ଜଣଙ୍କ ମୃତ୍ୟୁ
ନୂଆଦିଲ୍ଲୀ, ୨୩/୦୯ : ଉତ୍ତର ପ୍ରଦେଶର ଆଲିଗଡ଼-କାନପୁର ହାଇୱେର ଗୋପୀ ଓଭରବ୍ରିଜରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଏକ କାର ଡିଭାଇଡର୍ ପାର ହୋଇ ସାମ୍ନା ପାଖରୁ ଆସୁଥିବା କ୍ୟାଣ୍ଟର ସହିତ ଧକ୍କା ହୋଇଛି। ଫଳରେ ଉଭୟ…
Read More...
Read More...
ଦୁର୍ଘଟଣାରେ ଚାଲିଗଲା ବାପା, ପୁଅ ଓ ଝିଅର ଜୀବନ : ମାଆ ଗୁରୁତର
କଳାହାଣ୍ଡି,୨୨/୯ : କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ନୂଆଦେହେଲି ନିକଟରେ ଭ୍ୟାନ୍ ଧକ୍କାରେ ବାପା, ୬ ବର୍ଷର ପୁଅ ଏବଂ ୧୨ ବର୍ଷର ଝିଅର ମୃତ୍ୟୁ ଘଟିଛି। ମାଆଙ୍କୁ ଗୁରୁତର ଅବସ୍ଥାରେ ନର୍ଲା ମେଡିକାଲରେ ଭର୍ତ୍ତି…
Read More...
Read More...
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ଗୋଟିଏ ପରିବାରର ୭ ମୃତ
ନୂଆଦିଲ୍ଲୀ, ୧୭/୦୯ : ଆନ୍ଧ୍ରପ୍ରଦେଶ ନେଲୋରରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକ ସହିତ ଏକ କାର୍ ଧକ୍କା ହେବା ଯୋଗୁଁ ଗୋଟିଏ ପରିବାରରର ୭ ଜଣଙ୍କ ଜୀବନ ଚାଲିଯାଇଛି । ଦୁର୍ଘଟଣା ସଙ୍ଗମ ମଣ୍ଡଳ ନିକଟରେ ଏକ…
Read More...
Read More...
ହରିଦ୍ୱାରରୁ ଫେରିଲା ବେଳେ ଚାଲିଗଲା ଗୋଟିଏ ପରିବାରର ୭ ଜୀବନ
ଜୟପୁର,୧୪ /୯ : ରାଜଧାନୀ ଜୟପୁରର ଶିବଦାସପୁରା ଥାନା ଅଞ୍ଚଳରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି, ଯେଉଁଠାରେ ହରିଦ୍ୱାରରୁ ଫେରୁଥିବା ଗୋଟିଏ ପରିବାରର ସାତ ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ଘଟଣାଟି ବିଳମ୍ବିତ ରାତିରେ…
Read More...
Read More...
ରାତିଅଧରେ ରାଜଧାନୀରେ ସିରିଜ ଦୁର୍ଘଟଣା : ଅଳ୍ପକେ ବର୍ତ୍ତିଗଲା ଦୁଇ ଜୀବନ
ଭୁବନେଶ୍ୱର, ୧୪/୦୯ : ରାତିଅଧରେ ରାଜଧାନୀରେ ସିରିଜ ଦୁର୍ଘଟଣା । ବିଳମ୍ବିତ ରାତିରେ ବେପରୁଆ ଗାଡ଼ି ଚାଳନା ନେଇଥା’ନ୍ତା ଜୀବନ । ଗଛ ସହ ପିଟି ହେବାପରେ ରାସ୍ତା କଡ଼ରେ ଥିବା ଅଟୋକୁ ଧକ୍କା ଦେଲା କାର୍। କଳିଙ୍ଗ…
Read More...
Read More...
ଗଣେଶ ଭସାଣି ବେଳେ ମାଡ଼ିଗଲା ଟ୍ରକ : ୮ ମୃତ
ନୂଆଦିଲ୍ଲୀ, ୧୩/୦୯ : କର୍ଣ୍ଣାଟକରେ ଶୁକ୍ରବାର ରାତିରେ ଗଣେଶ ମୂର୍ତ୍ତି ବିସର୍ଜନ ପାଇଁ ଶୋଭାଯାତ୍ରା ଚାଲିଥିବାବେଳେ ଏକ ବଡ ଅଘଟଣ ଘଟିଛି। ଶୋଭାଯାତ୍ରାରେ ଯାଉଥିବା ଲୋକଙ୍କ ଉପରେ ଏକ ଟ୍ରକ ମାଡି ଯିବାରୁ ୮ଜଣଙ୍କର…
Read More...
Read More...
ଡଙ୍ଗା ଓଲଟି ୧୦୦ରୁ ଅଧିକ ଯାତ୍ରୀଙ୍କର ମୃତ୍ୟୁ
ନୂଆଦିଲ୍ଲୀ, ୧୩/୦୯ : କଙ୍ଗୋର ଉତ୍ତର-ପଶ୍ଚିମ ଅଞ୍ଚଳରେ ଦୁଃଖଦ ଘଟଣା। ଡଙ୍ଗା ଓଲଟିବାରୁ ୧୦୦ରୁ ଅଧିକ ଲୋକଙ୍କ ମୁତ୍ୟୁ। ମୃତକଙ୍କ ମଧ୍ୟରେ ଅଧିକାଂଶ ଛାତ୍ର ଥିବା ଅନୁମାନ। ଏକ ମୋଟର ଡଙ୍ଗା ଓଲଟି ପଡ଼ିବା ଫଳରେ ଏହି…
Read More...
Read More...
ଚଳନ୍ତା ଟ୍ରେନରୁ ଡେଇଁ ପଡିଲେ ଅଭିନେତ୍ରୀ କରିଶ୍ମା ଶର୍ମା
ନୂଆଦିଲ୍ଲୀ, ୧୨/୦୯ : ଫିଲ୍ମ ଇଣ୍ଡଷ୍ଟ୍ରିରୁ ଆସିଲା ଏକ ଦୁଃଖଦ ଘଟଣା । ରାଗିନୀ ଏମଏମଏସ ରିଟର୍ଣ୍ଣସ୍’ ଏବଂ ‘ପ୍ୟାର କା ପଞ୍ଚନାମା’ ଭଳି ଫିଲ୍ମରେ ଅଭିନୟ କରିଥିବା ଅଭିନେତ୍ରୀ କରିଶ୍ମା ଶର୍ମା ଏକ ବଡ଼ ଦୁର୍ଘଟଣାରେ…
Read More...
Read More...