Browsing Category
ଦୁର୍ଘଟଣା
ଜଗତସିଂହପୁରରେ ଭୟଙ୍କର ଦୁର୍ଘଟଣା : ଜଣେ ମୃତ
ଭୁବନେଶ୍ୱର, ୨୮/୦୭ : ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅନ୍ତର୍ଗତ ପାଳସହି ନିକଟରେ ଘଟିଛି ଏଭଳି ଭୟଙ୍କର ଦୁର୍ଘଟଣା । ଘରୋଇ ବସ ଦୁର୍ଘଟଣାରେ ଜଣେ ମୃତ ଜଣେ ଗୁରୁତର । ମୃତକ ଜଣକ ହେଲେ ପୁରୀ ବାସେଳି ସାହିର ଅମିତ…
Read More...
Read More...
ବିମାନରେ ଭୟଙ୍କର ଅଗ୍ନିକାଣ୍ଡ, ଅଳ୍ପକେ ବଞ୍ଚିଗଲା ୧୭୯ ଯାତ୍ରୀଙ୍କ ଜୀବନ
ନୂଆଦିଲ୍ଲୀ, ୨୭/୦୭ : ଆମେରିକାର ଡେନଭର ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ବୋଇଂ ୭୩୭ ବିମାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ବିମାନରେ ୧୭୯ ଜଣ ଯାତ୍ରୀ ଥିବା ଜଣାପଡିଛି । ମିଆମି ଯାଉଥିବା ସମୟରେ ଏପରି ଘଟଣା…
Read More...
Read More...
ଲିବିଆଈ ଉପକୂଳ ନିକଟରେ ଅଭାବନୀୟ ଘଟଣା : ଡଙ୍ଗା ବୁଡ଼ି ୧୫ ପ୍ରବାସୀ ମୃତ
ନୂଆଦିଲ୍ଲୀ, ୨୬/୦୭ : ଲିବିଆଈ ଉପକୂଳ ନିକଟରରେ ଘଟିଛି ଏକ ଅଭାବନୀୟ ଘଟଣା । ଡ଼ଙ୍ଗା ବୁଡ଼ି ଯିବାରୁ ୧୫ଜଣ ପ୍ରବାସୀଙ୍କ ମୃତ୍ୟୁ ଘଟିଛି । ଏହା ସମ୍ପର୍କରେ ଲିବିଆଈର ଜଣେ ଅଧିକାରୀ ସ୍ପଷ୍ଟ କରି କହିଛନ୍ତି । ସମସ୍ତ ମୃତକ…
Read More...
Read More...
ରୁଷ ବିମାନ ଦୁର୍ଘଟଣାଗ୍ରସ୍ତ : ୪୯ ଯାତ୍ରୀଙ୍କ ମୃତ୍ୟୁ ଆଶଙ୍କା
ନୂଆଦିଲ୍ଲୀ, ୨୪/୦୭ : ରୁଷୀୟ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସ୍ପଷ୍ଟ ହୋଇଛି। ରୁଷର ଆମୁର ଅଞ୍ଚଳରେ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ ସେଥିରେ ନିଆଁ ଲାଗିଯାଇଛି। ବିମାନର ଜଳିଯାଇଥିବା ଭଗ୍ନାଂଶକୁ ଆକାଶମାର୍ଗରୁ…
Read More...
Read More...
ମର୍ମନ୍ତୁଦ ସଡକ ଦୁର୍ଘଟଣା : ୩ ମୃତ
ଭୁବନେଶ୍ୱର, ୨୦/୦୭: କୋରାପୁଟ ସୁନାବେଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା । କାର୍ ସହ ସଫାରୀ ଗାଡ଼ି ମୁହାଁମୁହିଁ ଧକ୍କା । ଫଳରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣଙ୍କୁ ଗୁରୁତର ଅବସ୍ଥାରେ ଡ଼ାକ୍ତରଖାନାରେ ଭର୍ତ୍ତି…
Read More...
Read More...
ଉତ୍ତରାଖଣ୍ଡରେ ମର୍ମନ୍ତୁଦ ଦୁର୍ଘଟଣା : ୮ ମୃତ
ନୂଆଦିଲ୍ଲୀ, ୧୬/୦୭ : ଉତ୍ତରାଖଣ୍ଡର ପିଠୋରାଗଡ଼ ଜିଲ୍ଲାରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ୧୩ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଜିପ୍ ନିୟନ୍ତ୍ରଣ ହରାଇ ନଦୀକୁ ଖସିପଡ଼ିଥିଲା। ଫଳରେ ୮ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୩ ଜଣ…
Read More...
Read More...
ମର୍ମନ୍ତୁଦ ସଡକ ଦୁର୍ଘଟଣା : ବାପା ଆଗରେ ଚାଲିଗଲା ପୁଅର ଜୀବନ
ଭୁବନେଶ୍ୱର, ୧୩/୦୭ : ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହର ପାଣିଟାଙ୍କି ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ନୂଆପଡାର ବିଦ୍ୟା ମେହେର ପୁଅ ଓ ଝିଅକୁ ବାଇକରେ ବସାଇ ଯାଉଥିଲେ । ଗଣ୍ଡା ମେହେର ପୋଲ ନିକଟରେ ଭାରସାମ୍ୟ…
Read More...
Read More...
ବିଧାୟକଙ୍କ ଗାଡି ଧକ୍କାରେ ଚାଲିଗଲା ସ୍କୁଟି ଚାଳକଙ୍କ ଜୀବନ
ସୋର,୯/୭ : ବିଧାୟକଙ୍କ ଗାଡି ଧକ୍କାରେ ଚାଲିଗଲା ସ୍କୁଟି ଚାଳକଙ୍କ ଜୀବନ । ପଶ୍ଚିମବଙ୍ଗ ବିଧାୟକଙ୍କ ଗାଡି ଧକ୍କାରେ ଚାଲିଗଲା ସ୍କୁଟି ଚାଳକଙ୍କ ଜୀବନ । ଜାମୁଝାଡି ଛକ ନିକଟରେ ବୁଧବାର ସ୍କୁଟିକୁ ଧକ୍କା ଦେଇଥିଲା…
Read More...
Read More...
ବାୟୁସେନାର ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ : ୨ ପାଇଲଟ ମୃତ
ନୂଆଦିଲ୍ଲୀ, ୦୯/୦୭ : ରାଜସ୍ଥାନର ଚୁରୁ ଜିଲ୍ଲାର ଭାନୁଦା ଗାଁ ନିକଟରେ ଆଜି ଭାରତୀୟ ବାୟୁସେନାର ଏକ ଜାଗୁଆର ଫାଇଟର ଜେଟ୍ ଦୁର୍ଘଟଣାଗ୍ରସ୍ତ ହେବାରୁ ଦୁଇ ଜଣ ପାଇଲଟଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାଗ୍ରସ୍ତ ହୋଇଥିବା…
Read More...
Read More...
ସ୍କୁଲ ଭ୍ୟାନ ଉପରେ ମାଡିଗଲା ଟ୍ରେନ : ୩ ମୃତ
ନୂଆଦିଲ୍ଲୀ, ୦୯/୦୭ : ତାମିଲନାଡ଼ୁରେ ଆଜି ଏକ ସ୍କୁଲ ଭ୍ୟାନ୍ ଉପରେ ଟ୍ରେନ୍ ମାଡ଼ିଯିବାରୁ ୩ ଜଣ ଛାତ୍ରଙ୍କର ମୃତ୍ୟୁ ହୋଇଛି । ଆହୁରି ଅନେକ ଛାତ୍ର ଆହତ ହୋଇଛନ୍ତି। କୁଡ଼ାଲୋର ନିକଟସ୍ଥ ସୀମଙ୍କୁପ୍ପମରେ ଏହି…
Read More...
Read More...