Browsing Category

ଅପରାଧ

ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ : ସ୍ତ୍ରୀକୁ ଖଣ୍ଡ ଖଣ୍ଡ କରି ହାଣିଲା ନିଶାସକ୍ତ ସ୍ବାମୀ

ଭୁବନେଶ୍ୱର, ୨୭/୧୦ : ପାରିବାରିକ କଳହରୁ ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ ନୂଆମୁଣ୍ଡା ଗ୍ରାମରେ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ । ସ୍ତ୍ରୀକୁ ଖଣ୍ଡ ଖଣ୍ଡ କରି ହାଣିଲା ନିଶାସକ୍ତ ସ୍ବାମୀ । ନିଜ ସ୍ତ୍ରୀ ମଧୁମତି…
Read More...

ନାବାଳିକା ଦୁଷ୍କର୍ମ ମାମଲା : ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ

ଭୁବନେଶ୍ୱର, ୨୭/୧୦ : ସମ୍ବଲପୁର ଜିଲାରେ ୨୦୨୧ରେ ଘଟିଥିବା ନାବାଳିକା ଦୁଷ୍କର୍ମ ଓ ଅପହରଣ ମାମଲାରେ ଦୋଷୀକୁ ସ୍ୱତନ୍ତ୍ର ପୋକ୍ସୋ ଅଦାଲତ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେବା ସହିତ ୧ ଲକ୍ଷ ଟଙ୍କା ଜରିମାନା କରିଛନ୍ତି…
Read More...

ଠକେଇ ଅଭିଯୋଗ : କେନ୍ଦ୍ରମନ୍ତ୍ରୀଙ୍କ ଭାଇ, ପୁତୁରା ଗିରଫ

ନୂଆଦିଲ୍ଲୀ, ୨୧/୧୦ : ଏକ ଠକେଇ ଅଭିଯୋଗ ଆଧାରରେ ବେଙ୍ଗାଲୁରୁ ପୁଲିସ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଜୋଷୀଙ୍କ ଭାଇ ଗୋପାଳ ଜୋଷୀ ଓ ପୁତୁରା ଅଜୟ ଜୋଷୀଙ୍କୁ ଗିରଫ କରିଛି। ଅଭିଯୋଗ ପରେ ଗୋପାଳ ଓ ଅଜୟ ଦୀର୍ଘ ଦିନ ଫେରାର…
Read More...

ଗିରଫ ହେଲେ କେନ୍ଦ୍ରମନ୍ତ୍ରୀ ବାନ୍ଦି ସଂଜୟ କୁମାର

ହାଇଦ୍ରାବାଦ: କେନ୍ଦ୍ରମନ୍ତ୍ରୀ ବାନ୍ଦି ସଞ୍ଜୟ କୁମାରଙ୍କୁ ପୁଲିସ ଗିରଫ କରିଛି। ହାଇଦ୍ରାବାଦର ଚିକ୍କାଡପଲ୍ଲୀସ୍ଥିତ ଅଶୋକ ନଗରରେ ଗ୍ରୁପ୍ ୧ ସର୍ଭିସର ପ୍ରାର୍ଥୀଙ୍କ ସହ ମିଶି ବିକ୍ଷୋଭ କରିଥିଲେ ସଞ୍ଜୟ କୁମାର।…
Read More...

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ : ଆଇଏଏସ ଅଧିକାରୀଙ୍କୁ ଗିରଫ କଲା ଇଡି

ନୂଆଦିଲ୍ଲୀ, ୧୯/୧୦ : ଆଇଏଏସ ଅଧିକାରୀ ସଞ୍ଜୀବ ହଂସଙ୍କୁ ଗିରଫ କରିଛି ଇଡି ଦୁର୍ନୀତିରେ ଲିପ୍ତ ରହି କମାଇଛନ୍ତି କୋଟି କୋଟି ଟଙ୍କାର ସମ୍ପତ୍ତି। ଏଭଳି ଜଣେ ଦୁର୍ନୀତିଖୋର ଆଇଏଏସ ଅଧିକାରୀ ସଞ୍ଜୀବ ହଂସଙ୍କୁ ଗିରଫ…
Read More...

ଅନ୍ଧବିଶ୍ୱାସର କରୁଣ ପରିଣତି : ସ୍ତ୍ରୀକୁ ଭଲ କରିବାକୁ ଯାଇ ଝିଅକୁ ବଳି ଦେଲା ବାପା

ନୂଆଦିଲ୍ଲୀ, ୧୧/୧୦ : ଅନ୍ଧବିଶ୍ୱାସର କରୁଣ ପରିଣତି । ପତ୍ନୀଙ୍କୁ ଆରୋଗ୍ୟ କରିବାକୁ ଯାଇ ନିଜ କୁନି ଝିଅକୁ ବଳି ପକେଇ ଦେଲା ବାପା । ଘଟଣା ଜଣାପଡିବା ପରେ ପୁଲିସ ଦମ୍ପତିଙ୍କୁ ଗିରଫ କରିଛି । ଗୋପାଳ କଶ୍ୟପଙ୍କ ପତ୍ନୀ…
Read More...

ଭିଜିଲାନ୍ସ ହାତରେ ଧରାପଡିଲେ ଡାଟା ଏଣ୍ଟ୍ରି ଅପରେଟର

ଭୁବନେଶ୍ୱର,୧୦/୧୦ : କଟକ ଏସସିବିରେ ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଡାଟା ଏଣ୍ଟ୍ରି ଅପରେଟର ସ୍ମୃତି ରଞ୍ଜନ ସାହୁ । ସେ ଜଣେ ରୋଗୀଙ୍କ ପୁଅ ଠାରୁ ୨ ହଜାର ଟଙ୍କା ଲାଞ୍ଚ ନେଉଥିଲା ବେଳେ ମାଡି ବସିଲା…
Read More...

ଜୁଆ ଆଡ୍ଡା ଉପରେ ଚଢ଼ାଉ : ୮ ଗିରଫ

ଭୁବନେଶ୍ୱର, ୦୯/୧୦ : ଗୋପାଳପୁର ପୁଲିସ ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ୧୨ ହଜାର ୨ ଶହ ଟଙ୍କା ଜବତ କରିବା ସହ ୮ ଜୁଆଡ଼ିଙ୍କୁ ଗିରଫ କରିଛି l ଗୋପାଳପୁର ଥାନା ଅନ୍ତର୍ଗତ ସାନ କୁଶସ୍ଥଳୀ ଗ୍ରାମରେ ଏକ ଜୁଆ ଖେଳ…
Read More...

ସାମାନ୍ୟ ବଚସାରୁ ଜଘନ୍ୟକାଣ୍ଡ : ଯୁବକଙ୍କୁ ହାଣି ହତ୍ୟାକଲେ ୨ ଭାଇ

ଭୁବନେଶ୍ୱର, ୦୭/୧୦ : ସୁନ୍ଦରଗଡ଼ ସଦର ଥାନା ଅନ୍ତର୍ଗତ ରତନପୁର ଗାଁରେ ଜଘନ୍ୟକାଣ୍ଡ । ସାମାନ୍ୟ ବଚସା ନେଲା ଉଗ୍ର ରୂପ । ଜଣେ ଯୁବକଙ୍କୁ ରାସ୍ତା ଉପରେ ଭୁଜାଲିରେ ହାଣି ହତ୍ୟା କଲେ ୨ ଭାଇ। ମୃତ ଯୁବକ ହେଲେ ମନୋଜ ସା।…
Read More...

ମିଠା ଦୋକାନୀକୁ ୫ ଲକ୍ଷ ଦାଦା ବଟି ମାଗି ବନ୍ଧା ହେଲା ରଘୁଆ

ଭୁବନେଶ୍ୱର, ୦୬/୧୦ : ମିଠା ଦୋକାନୀକୁ ୫ ଲକ୍ଷ ଦାଦା ବଟି ମାଗି ଗିରଫ ହେଲେ ମୁଖ୍ୟ ଅଭିଯୁକ୍ତ ରଘୁନାଥ ବାରିକ । ଘଟଣା ଘଟିଛି ଏୟାର ଫିଲ୍ଡ ଥାନା ଚଣ୍ଡୀ ବଜାର ନିକଟରେ । ସିସିଟିଭି ଫୁଟେଜରେ ରଘୁଆ ଓ ତାର ଗ୍ୟାଙ୍ଗ…
Read More...