Browsing Category

ଦେଶ ବିଦେଶ

କଲମ୍ବିଆରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ : ୧୧୦ ଜଣ ସୈନିକ ମୃତ୍ୟୁ

କଲମ୍ବିଆ,୨୩/୩ : କଲମ୍ବିଆରେ ଏକ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ମୋଟ ୧୧୦ ଜଣ ଯାତ୍ରା କରୁଥିଲେ। ରିପୋର୍ଟ ଅନୁଯାୟୀ ବିମାନଟି ଉଡ଼ାଣ ଆରମ୍ଭ ହେବାର କିଛି ସମୟ ପରେ ଦୁର୍ଘଟଣାଗ୍ରସ୍ତ ହୋଇଛି।…
Read More...

କମିନି ଗ୍ୟାସ୍ ସଙ୍କଟ, ଟେନସନ୍ ଦେଲାଣି ଔଷଧ

ନୂଆଦିଲ୍ଲୀ, ୨୩/୦୩ : ପଶ୍ଚିମ ଏସିଆରେ ଲାଗିରହିଥିବା ଯୁଦ୍ଧ କେବଳ ତେଲ ଏବଂ ଗ୍ୟାସ୍ ସଙ୍କଟ ସୃଷ୍ଟି କରିନାହିଁ ବରଂ ଏହାର ପ୍ରଭାବ ଏବେ ଔଷଧ ଭଳି ଅତି ଜରୁରୀ ସାମଗ୍ରୀ ଉପରେ ମଧ୍ୟ ପଡ଼ିବାକୁ ଲାଗିଛି । ଗ୍ୟାସ୍ ସଙ୍କଟ…
Read More...

୪୦ ବର୍ଷ ବୟସରେ ପାଦ ରଖିଲେ ବଲିଉଡ କୁଇନ କଙ୍ଗନା ରାଣାୱତ

ନୂଆଦିଲ୍ଲୀ, ୨୩/୦୩ : ତେବେ କଙ୍ଗନା ତାଙ୍କ ଜନ୍ମଦିନ ପରିବାର ସହିତ ପାଳନ କରିଛନ୍ତି। ସେ ୪୦ ବର୍ଷ ବୟସରେ ପାଦ ଥାପିଛନ୍ତି । ତେବେ କଙ୍ଗନାଙ୍କ ଜନ୍ମଦିନ ଉପଲକ୍ଷେ ବଲିଉଡ ଷ୍ଟାରଙ୍କ ସମେତ ଅନେକ ପ୍ରଶଂସକ ତାଙ୍କୁ…
Read More...

ଭୟଙ୍କର ହେଉଛି ଯୁଦ୍ଧ ସ୍ଥିତି : ପୁଣି ହୋଇପାରେ ଲକ୍‌ଡାଉନ୍

ନୂଆଦିଲ୍ଲୀ, ୨୩/୦୩ : ଇରାନ ସହିତ ଚାଲିଥିବା ଉତ୍ତେଜନା ମୂଳକ ପରିସ୍ଥିତି ହର୍ମୁଜ୍ ପ୍ରଣାଳୀକୁ ପ୍ରାୟତଃ ଅବରୋଧ କରିଛି। ଯେଉଁଠାରୁ ବିଶ୍ୱ ତୈଳ ଯୋଗାଣର ଏକ ବଡ଼ ଅଂଶ ଯାଏ। ପରିବହନ ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଉଛି ।…
Read More...

ଇରାନ ରାଜଧାନୀ ଉପରେ ଆମେରିକାର ଭୟଙ୍କର ବୋମାମାଡ଼

ନୂଆଦିଲ୍ଲୀ, ୨୩/୦୩ : ଅନ୍ଧାରରେ ଇରାନର ରାଜଧାନୀ । ଆମେରିକାର ପ୍ରଚଣ୍ଡ ଏୟାରଷ୍ଟ୍ରାଇକ୍ ପରେ ଥରିଲା ତେହେରାନ । ଇରାନ ରାଜଧାନୀ ଉପରେ ଆମେରିକାର ଭୟଙ୍କର ବୋମାମାଡ଼! । ବିଦ୍ୟୁତ ସେବା ଠପ୍, ଅନ୍ଧାରରେ ବୁଡ଼ିଲା ସାରା…
Read More...

ମେ ମାସରେ ସିମଲା ଗସ୍ତ କରିବେ ରାଷ୍ଟ୍ରପତି

ନୂଆଦିଲ୍ଲୀ, ୨୩/୦୩ : ହିମାଚଳ ପ୍ରଦେଶ ସିମକାର୍ଡ ଗସ୍ତରେ ଆସିଥିବା ଓଡିଶା ସାମ୍ବାଦିକ ମାନଙ୍କୁ ଏନେଇ ସୂଚନା ଦେଇଛନ୍ତି ସିମଲା ରାଷ୍ଟ୍ରପତି ନିବାସର ଅଧିକାରୀ ଅଜୟ ଭରଦ୍ବାଜ। କେନ୍ଦ୍ର ସରକାରଙ୍କ ପତ୍ର ଓ ସୂଚନା…
Read More...

ଆଜି ପ୍ରକାଶ ପାଇବ SIRର ପ୍ରଥମ ସପ୍ଲିମେଣ୍ଟାରୀ ତାଲିକା, ବାଦ୍‌ ପଡ଼ିବ ୧୦ ଲକ୍ଷ ନାମ

ନୂଆଦିଲ୍ଲୀ, ୨୩/୦୩ : ପଶ୍ଚିମବଙ୍ଗରେ SIRର ପ୍ରଥମ ସପ୍ଲିମେଣ୍ଟାରୀ ତାଲିକା ଆଜି ସନ୍ଧ୍ୟାରେ ପ୍ରକାଶ ପାଇବ। ଏହି ପ୍ରସଙ୍ଗରେ ରାଜ୍ୟ ସରକାର ସତର୍କ ଅଛନ୍ତି। ଏଥି ପାଇଁ ରାଜ୍ୟ ସାରା କଡ଼ା ସୁରକ୍ଷା ବ୍ୟବସ୍ଥା…
Read More...

ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ

ନୂଆଦିଲ୍ଲୀ,୨୨/୩ : ମଧ୍ୟପ୍ରାଚ୍ୟ ଯୁଦ୍ଧ ପରିସ୍ଥିତି ମଧ୍ୟରେ ପେଟ୍ରୋଲିୟମ, ଅଶୋଧିତ ତୈଳ, ଗ୍ୟାସ, ବିଦ୍ୟୁତ୍ ଏବଂ ସାର କ୍ଷେତ୍ର ସହିତ ଜଡିତ ପରିସ୍ଥିତି ସମୀକ୍ଷା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ…
Read More...

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଓ ପତ୍ନୀଙ୍କ ସମ୍ପତ୍ତି ୩୫ କୋଟି

ଗୌହାଟୀ,୨୨/୩ : ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଓ ତାଙ୍କ ପତ୍ନୀ ରିନିକି ଭୁୟାନ ଶର୍ମାଙ୍କ ମିଳିତ ସମ୍ପତ୍ତି ୨୦୨୧ର ୧୭.୨୭ କୋଟିରୁ ବୃଦ୍ଧି ପାଇ ୨୦୨୬ରେ ୩୫.୧୬ କୋଟି ଟଙ୍କା ହୋଇଯାଇଛି। ଜାଲୁକବାଡି…
Read More...

ଡୋନାଲ୍ଡ ଟ୍ରମ୍ପଙ୍କ ୪୮ ଘଣ୍ଟାର ଧମକ ପରେ ନରମିଲା ଇରାନ

ତେହେରାନ,୨୨/୩ : ୪୮ ଘଣ୍ଟା ଭିତରେ ହର୍ମୁଜ ଖୋଲ, ନ ହେଲେ ତୁମ ପାୱାର ପ୍ଲାଣ୍ଟ ଉପରେ ଆକ୍ରମଣ କରିବୁ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଧମକ ଦେବା ପରେ ନରମିଛି ଇରାନ। ଜାତିସଂଘରେ ଅବସ୍ଥାପିତ ଇରାନର…
Read More...