Browsing Category

ଦେଶ ବିଦେଶ

ଡୋନାଲ୍ଡ ଟ୍ରମ୍ପଙ୍କ ୪୮ ଘଣ୍ଟାର ଧମକ ପରେ ନରମିଲା ଇରାନ

ତେହେରାନ,୨୨/୩ : ୪୮ ଘଣ୍ଟା ଭିତରେ ହର୍ମୁଜ ଖୋଲ, ନ ହେଲେ ତୁମ ପାୱାର ପ୍ଲାଣ୍ଟ ଉପରେ ଆକ୍ରମଣ କରିବୁ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଧମକ ଦେବା ପରେ ନରମିଛି ଇରାନ। ଜାତିସଂଘରେ ଅବସ୍ଥାପିତ ଇରାନର…
Read More...

ରେକର୍ଡ ଭାଙ୍ଗିଲେ ମୋଦୀ : ଭାରତର ସବୁଠାରୁ ଦୀର୍ଘକାଳୀନ ଶାସନ ମୁଖ୍ୟ

ନୂଆଦିଲ୍ଲୀ, ୨୨/୦୩ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ରାଜନୀତିରେ ଇତିହାସ ସୃଷ୍ଟି କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ସବୁଠାରୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଶାସନ ମୁଖ୍ୟ ଭାବେ ଦାୟିତ୍ୱ…
Read More...

ସିକ୍କିମରେ ଭୂକମ୍ପ ଝଟକା : ଏହାର ତୀବ୍ରତା ୪.୧

ନୂଆଦିଲ୍ଲୀ, ୨୨/୦୩ : ସିକ୍କିମରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୧ ରେକର୍ଡ କରାଯାଇଛି। ଗତକାଲି ରାତିରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ମାଙ୍ଗାନ ଜିଲ୍ଲାରେ ଭୂକମ୍ପର…
Read More...

କତାରର ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ, ୬ ମୃତ

ନୂଆଦିଲ୍ଲୀ, ୨୨/୦୩ : କାତାରର ଏକ ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ଘଟିଛି ବୋଲି ସରକାର ସ୍ପଷ୍ଟ କରିଛନ୍ତି । ପାରସ୍ୟ ଉପସାଗରର ଦେଶର ଜଳସୀମାରେ ଏହି ଦୁର୍ଘଟଣା ଘଟିଛି ।…
Read More...

ଇସ୍ରାଏଲରେ କ୍ଷେପଣାସ୍ତ୍ର ମାଡ଼ : ୧୦୦ରୁ ଅଧିକ ଆହତ

ନୂଆଦିଲ୍ଲୀ, ୨୨/୦୩ : ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଜାରି ଥିବା ଯୁଦ୍ଧ ଶନିବାର ସନ୍ଧ୍ୟାରେ ଏକ ନୂତନ ମୋଡ଼ ନେଇଛି। ଆରାଦ ଏବଂ ଡିମୋନା ସହରକୁ ଟାର୍ଗେଟ କରି ଇରାନ ଦକ୍ଷିଣ ଇସ୍ରାଏଲରେ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର…
Read More...

୫୮ ଜଣ ମହିଳାଙ୍କ ସହ ଦୁଷ୍କର୍ମ ଓ ଅଶ୍ଳୀଳ ଭିଡିଓ ଭାରରାଲ ମାମଲା : ଭଣ୍ଡ ବାବା ଗିରଫ

ନୂଆଦିଲ୍ଲୀ, ୨୨/୦୩ : ପୁଣି ଜଣେ ଭଣ୍ଡ ବାବାଙ୍କ ପର୍ଦ୍ଦାଫାସ । ୫୮ ଜଣ ମହିଳାଙ୍କ ସହ ଦୁଷ୍କର୍ମ ଓ ଅଶ୍ଳୀଳ ଭିଡିଓ ଭାରରାଲ ମାମଲାରେ ଗିରଫ ହେଲେ ହାଇପ୍ରୋଫାଇଲ ଜ୍ୟୋତିଷ କ୍ୟାପଟେନ ଅଶୋକ ଖରାତ । ୩୫ ବର୍ଷୀୟ…
Read More...

EPFO 3.0  ରେ ନୂଆ ବ୍ୟବସ୍ଥା ଲାଗୁ, ଜାଣନ୍ତୁ କଣ ମିଳିବ ବଡ଼ ଫାଇଦା

ନୂଆଦିଲ୍ଲୀ, ୨୧/୦୩ : ସରକାର ସଂସଦରେ EPFO 3.0 କୁ ନେଇ ନୂଆ ଏବଂ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO)ର ସେବାଗୁଡ଼ିକୁ ସମ୍ପୂର୍ଣ୍ଣ ଭାବେ ଡିଜିଟାଲ୍, ଦ୍ରୁତ ଏବଂ ସହଜ କରିବା…
Read More...

ଇରାନଠୁ ଅଶୋଧିତ ତୈଳ କିଣିବାକୁ ପ୍ରସ୍ତୁତ ଭାରତୀୟ କମ୍ପାନି

ନୂଆଦିଲ୍ଲୀ, ୨୧/୦୩ : ଭାରତରେ ଅଶୋଧିତ ତେଲର ବିଶୋଧନ କରୁଥିବା କମ୍ପାନି ପୁଣି ଥରେ ଇରାନଠୁ ଅଶୋଧିତ ତୈଳ ଆମଦାନୀ କରିବାକୁ ପ୍ରସ୍ତୁତ । ଆମେରିକା ଦ୍ୱାରା ଇରାନ ଉପରେ ଲାଗିଥିବା କିଛି କଟକଣାରେ ରିହାତି ମିଳିବା ପରେ…
Read More...

କାର୍ ପାର୍ଟସ୍ କାରଖାନାରେ ଭୟଙ୍କର ନିଆଁ, ୧୦ ମୃତ

ନୂଆଦିଲ୍ଲୀ, ୨୧/୦୩ : ଦକ୍ଷିଣ କୋରିଆର ଏକ କାର୍ ପାର୍ଟସ୍ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ । ଏଥିରେ ୧୦ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୫୯ ଜଣ ଆହତ ହୋଇଛନ୍ତି । ଘଟଣାରେ ୪ ଜଣ ନିଖୋଜ ରହିଛନ୍ତି । ଅଗ୍ନିଶମ…
Read More...

ଆଇପିଏଲ ପରେ ଆର୍ୟରଲାଣ୍ଡ ସହିତ ଟି-୨୦ ସିରିଜ ଖେଳିବ ଭାରତ

ନୂଆଦିଲ୍ଲୀ, ୨୧/୦୩ : ଆଇପିଏଲ ସିଜିନ ସରିବା ପରେ ଆର୍ୟରଲାଣ୍ଡ ବିପକ୍ଷରେ ଟି-୨୦ ସିରିଜ ଖେଳିବ ଟିମ୍ ଇଣ୍ଡିଆ । ଏଥିପାଇଁ ଖେଳସୂଚୀ ଘୋଷଣା କରିଛି ବିସିସିଆଇ । ଟି୨୦ ବିଶ୍ବକପ ଜିତିବା ପରେ ପ୍ରଥମ ଥର ପାଇଁ…
Read More...