Browsing Category
ରାଜନୀତି
ପୁଣି ରାଜ୍ୟବ୍ୟାପୀ ଆନ୍ଦୋଳନ ଡାକରା ଦେଲେ ଭକ୍ତ
ଭୁବନେଶ୍ୱର,୦୩/୦୪ : ଓଡ଼ିଶାରେ ରାଜନୈତିକ ଉତ୍ତେଜନା ଦିନକୁ ଦିନ ବଢ଼ିଚାଲିଛି। ପିସିସି ସଭାପତି ଭକ୍ତଚରଣ ଦାସ ଏକ ଜୋରଦାର ଘୋଷଣା କରି ରାଜ୍ୟବ୍ୟାପୀ ଆନ୍ଦୋଳନର ସଙ୍କେତ ଦେଇଛନ୍ତି। ସମ୍ପ୍ରତି କଳାହାଣ୍ଡି ଜିଲାରେ…
Read More...
Read More...
ଦୀପରୁ ନିଆଁ ଲାଗି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଗିରିଜା ବ୍ୟାସ ଗୁରୁତର
ଅହମ୍ମଦାବାଦ,୩/୪ : ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସ ନେତ୍ରୀ ଗିରିଜା ବ୍ୟାସ ଦୀପରୁ ନିଆଁ ଲାଗି ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଅହମ୍ମଦାବାଦର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା…
Read More...
Read More...
ନାରୀ ନିର୍ଯାତନା ପ୍ରସଙ୍ଗ : ଆଜି ସନ୍ଧ୍ୟାରେ କଂଗ୍ରେସ କରିବ କ୍ୟାଣ୍ଡେଲ ଶୋଭାଯାତ୍ରା
ଭୁବନେଶ୍ୱର , ୦୧/୦୪ : ନାରୀ ନିର୍ଯାତନା ପ୍ରସଙ୍ଗରେ କଂଗ୍ରେସ ଜାରି ରଖିଛି ପ୍ରତିବାଦ । ଆନ୍ଦୋଳନ ପରେ ଏବେ ପ୍ରତିବାଦ କରିବାକୁ ନିଷ୍ପତ୍ତି ନେଇଛି ଦଳ । ରାଜ୍ୟର ବିଭିନ୍ନ ଜିଲ୍ଲା ହେଡ଼ କ୍ୱାର୍ଟରରେ କ୍ୟାଣ୍ଡେଲ…
Read More...
Read More...
ଆଜି ବିଧାନସଭାରେ ପାରିତ ହେବ ବ୍ୟୟ ମଞ୍ଜୁରୀ ବିଲ୍ : ସରକାରଙ୍କୁ ଘେରିବ ବିଜେଡି
ଭୁବନେଶ୍ୱର, ୨୯/୦୩ : ଆଜି ବିଧାନସଭାରେ ପାରିତ ହେବ ବ୍ୟୟ ମଞ୍ଜୁରୀ ବିଲ୍ । ଏହା ପୂର୍ବରୁ ମୋହନ ସରକାରଙ୍କୁ ଗୃହରେ ଘେରିବା ପାଇଁ ରଣନୀତି ପ୍ରସ୍ତୁତ କରିଛି ମୁଖ୍ୟ ବିରୋଧୀ ବିଜେଡ଼ି। ବିପର୍ଯସ୍ତ ଆଇନ ଶୃଙ୍ଖଳା…
Read More...
Read More...
ବାଚସ୍ପତିଙ୍କ ବିବୃତିକୁ ବିରୋଧ କରି ବିଜେଡିର କକ୍ଷତ୍ୟାଗ
ଭୁବନେଶ୍ୱର, ୨୬/୦୩ : ବାଚସ୍ପତିଙ୍କ ବିବୃତିକୁ ବିରୋଧ କରି କକ୍ଷ ତ୍ୟାଗ କରିଛି ବିଜେଡି । ଗୃହରେ ପୋଲିସ ପଶିବା ଘଟଣାରେ ବାଚସ୍ପତି ବିବୃତି ରଖନ୍ତୁ ବୋଲି ବିଜେଡି ପକ୍ଷରୁ ଦାବି କରାଯାଇଥିଲା । ବିଧାନସଭାରେ…
Read More...
Read More...
କଂଗ୍ରେସର ୧୪ରୁ ୧୪ ବିଧାୟକ ନିଲମ୍ବିତ
ଭୁବନେଶ୍ୱର, ୨୬/୦୩ : ଆଜି ଗୃହର ପ୍ରଶ୍ନକାଳ ଚାଲିଥିବାବେଳେ କଂଗ୍ରେସର ଜୟପୁର ତାରା ପ୍ରସାଦ ବାହିନୀପତି ଏବଂ ସାନଖେମୁଣ୍ଡି ରମେଶ ଜେନାଙ୍କୁ ପ୍ରବେଶ କରିଥିଲେ । ସେମାନେ ପୂର୍ବଭଳି ଘଣ୍ଟା ବଜାଇ ଗୃହରେ ବିଶୃଙ୍ଖଳା…
Read More...
Read More...
ବିଧାନସଭା ଆଗରେ କଂଗ୍ରେସ ବିଧାୟକ-ସୁରକ୍ଷାକର୍ମୀ ମୁହାଁମୁହିଁ : କଂଗ୍ରେସ ନେତାଙ୍କୁ ଉଠାଇନେଲା ପୋଲିସ
ଭୁବନେଶ୍ବର, ୨୬/୦୩ : ବିଧାନସଭା ବାହାରକୁ ଯାଇଥିବା ସମୟରେ ୨ କଂଗ୍ରେସ ବିଧାୟକ ଏବଂ ବିଧାନସଭା ମାର୍ଶାଲଙ୍କ ମଧ୍ୟର ଧସ୍ତାଧସ୍ତି ହୋଇଛି। ଯାହାକୁ ନେଇ ବିଧାନସଭା ପରିସରରେ କଂଗ୍ରେସ ନେତାମାନେ ପ୍ରତିବାଦ କରିଛନ୍ତି।…
Read More...
Read More...
ପାଣ୍ଡିଆନ୍ ବିଜେଡି ଛାଡ଼ିଲେ କିଏ ନବୀନଙ୍କ ପଛରେ ରହି ଦଳକୁ ପରିଚାଳନା କରିବ ?
ଭୁବନେଶ୍ବର,୨୪/୩ : ନବୀନ ପଟ୍ଟନାୟକ ବିଜେଡି ସଭାପତି ଅଛନ୍ତି । କିନ୍ତୁ ଦ୍ବିତୀୟ କ୍ଷମତା କେନ୍ଦ୍ର କିଏ ହେବ? କିଏ ନବୀନଙ୍କ ପଛରେ ରହି ଦଳକୁ ପରିଚାଳନା କରିବ ? ପାଣ୍ଡିଆନ୍ କ’ଣ ବିଜେଡି ଛାଡ଼ି ବାହାରକୁ ଚାଲିଯିବେ…
Read More...
Read More...
ରାଜନୀତିରୁ ବିଦାୟ ନେବେ ନିରଞ୍ଜନ ପଟ୍ଟନାୟକ
ଭୁବନେଶ୍ୱର, ୨୪/୦୩ : ରାଜନୀତିରୁ ସନ୍ନ୍ୟାସ ନେବେ ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ । ସେ କହିଛନ୍ତି ମୁଁ ଭାବୁଛି ସକ୍ରିୟ ରାଜନୀତିରୁ ବିଦାୟର ସମୟ ଆସିଗଲାଣି । ବାପ-ପୁଅ ଏକାଠି ଗୋଟିଏ ମଞ୍ଚରେ ବସିବାକୁ…
Read More...
Read More...
ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ପରଲୋକ
କେନ୍ଦ୍ରାପଡ଼ା,୨୧/୩: ଆଉ ନାହାନ୍ତି ଆଳିର ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା । ୬୬ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନରେ ସନ୍ଧ୍ୟା ୭.୫୦ ମିନିଟ ସମୟରେ ତାଙ୍କର ପରଲୋକ ହୋଇଛି । ଏ ନେଇ ଝିଅ ଦେବସ୍ମିତା…
Read More...
Read More...