Browsing Category

Uncategorized

ପଟ୍ଟାମୁଣ୍ଡାଇ ବାଇପାସ୍‌ରେ କାର୍‌ରୁ ୨ ଲକ୍ଷ ଟଙ୍କା ଜବତ କଲା ଫ୍ଲାଇଙ୍ଗ୍‌ ସ୍କ୍ଵାଡ୍‌

କେନ୍ଦ୍ରାପଡ଼ା,୫/୪: ଶୁକ୍ରବାର ମଧ୍ୟାହ୍ନରେ ପଟ୍ଟାମୁଣ୍ଡାଇ ବଜାର ବାଇପାସ୍‌ ରାସ୍ତାରେ ଗୋଟାଏ କାର୍‌ରୁ ନିର୍ବାଚନ କମିସନଙ୍କ ଫ୍ଲାଇଙ୍ଗ୍‌ ସ୍କ୍ଵାଡ୍‌ ୨ ଲକ୍ଷ ଟଙ୍କା ଜବତ କରିଛି। ପତ୍ରପୁରର ଜଣେ ପେଟ୍ରୋଲ୍‌…
Read More...

ବିଜେପି ସରକାର ଆସିଲେ ଅଙ୍ଗନବାଡୀ କର୍ମୀଙ୍କ ଦରମା ୧୫ ହଜାର ଟଙ୍କା ହେବ : ଧର୍ମେନ୍ଦ୍ର ପ୍ରଧାନ

ନବରଙ୍ଗପୁର,୪/୪: ଦିଲ୍ଲୀ ଓ ଓଡିଶାରେ ନରେନ୍ଦ୍ର ମୋଦିଙ୍କ ସରକାର ହେଲେ ଆଗାମୀ ୫ ବର୍ଷ ମଧ୍ୟରେ ସବୁ ଗରିବଙ୍କୁ ସ୍ଥାୟୀ ପଟ୍ଟା, ପକ୍କା ଘର ଦିଆଯିବ । ନବରଙ୍ଗପୁରରେ ଜଣେ ବି ଗରିବ ନାହିଁ, ଯା ଘରେ ପକ୍କା ଛାତ ନଥିବ ।…
Read More...

ଆଉ ୬୦୦ ଡାକ୍ତରଙ୍କ ନିଯୁକ୍ତି ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ: ସମୁଦାୟ ୧୫୩୮ ଡାକ୍ତର ନିଯୁକ୍ତ

ଭୁବନେଶ୍ୱର,୮/୩: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ୯୩୮ ଜଣ ଡାକ୍ତରଙ୍କ ନିଯୁକ୍ତି ଅନୁମୋଦିତ କରିଥିବା ବେଳେ ଆଜି ଆଉ ୬୦୦ ଜଣ ଡାକ୍ତରଙ୍କ ନିଯୁକ୍ତିକୁ ଅନୁମୋଦନ ଦେଇଛନ୍ତି। ଏହାଦ୍ୱାରା ରାଜ୍ୟର ବିଭିନ୍ନ…
Read More...

ଯୁକ୍ତଦୁଇ ପରୀକ୍ଷା ପାଇଁ ସରକାର ଜାରି କଲେ କଡ଼ା ନିୟମ

ଭୁବନେଶ୍ୱର,୨୮/୨: ଚଳିତ ବର୍ଷ ମାର୍ଚ୍ଚ ୭ରୁ ଯୁକ୍ତ ୨ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୩୦ରେ ଶେଷ ହେବ । ୨୦୧୯ ବର୍ଷରେ ୧୦୯୧ଟି କେନ୍ଦ୍ରରେ ଯୁକ୍ତ ୨ ପରୀକ୍ଷା ହେବ। ୩ ଲକ୍ଷ ୬୯ ହଜାର ଛାତ୍ରୀଛାତ୍ର ଯୁକ୍ତ ୨ ପରୀକ୍ଷା…
Read More...

ଖରାପ ପାଗ ଯୋଗୁଁ ଜୟପୁରରେ ଓହ୍ଲାଇଲା ମୁଖ୍ୟମନ୍ତ୍ରୀଙ୍କ ବିମାନ , ବିଳମ୍ବରେ ଆରମ୍ଭ ହେବ ରାୟଗଡ଼ା ଗସ୍ତ କାର୍ଯ୍ୟକ୍ରମ

ଭୁବନେଶ୍ୱର,୨୭/୨: ବୁଧବାର ଦିନ ପାଗ ଖରାପ ଯୋଗୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାତ୍ରା କରୁଥିବା ବିମାନଟି ଲାଞ୍ଜିଗଡ଼ ଠାରେ ଅବତରଣ କରି ନ ପାରିବାରୁ ଜୟପୁର ଠାରେ ଅବତରଣ କରିଛି। ସେଠାରୁ ମୁଖ୍ୟମନ୍ତ୍ରୀ ଖୁବ୍‌…
Read More...

ଶହୀଦ ଯବାନଙ୍କ ଉଦ୍ଦେଶ୍ୟରେ ଚାଣକ୍ୟ ପବ୍ଲିକ ସ୍କୁଲର ଦୀପଦାନ

ଭୁବନେଶ୍ୱର,୨୦/୨: ଜମ୍ମୁ-କଶ୍ମୀର ପୁଲଓ୍ବାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଶହୀଦ ଯବାନଙ୍କ ଅମର ଆତ୍ମାର ସଦ୍‌ଗତି କାମନା ଉଦ୍ଦେଶ୍ୟରେ ସହିଦନଗରସ୍ଥିତ ଚାଣକ୍ୟ ପବ୍ଲିକ ସ୍କୁଲ (କ୍ୟାମ୍ପସ୍‌-୧)ଠାରେ ବୁଧବାର…
Read More...

ହୋଟେଲ ପର୍ଯ୍ୟାବରଣ ପାଇଁ ରୋବଟ୍‌

ହୋଟେଲ୍‌ ବେଡ୍‌ର ବେଡ୍‌ସିଟ୍‌ ଦେଖିବାକୁ ସଫା ହୋଇଥିଲେ ମଧ୍ୟ ଜୀବାଣୁ କମ୍‌ ନଥାନ୍ତି । ଏହାକୁ ଧନ୍ୟରେ ରଖି ଜଣେ ଦମ୍ପତି ଛୋଟ ରୋବଟ୍‌ ନିର୍ମାଣ କରିଛନ୍ତି, ଯିଏ ହୋଟେଲ୍‌ ବେଡ୍‌ସିଟ୍‌ ସଫା କରିବ । ଏହି ରୋବଟ୍‌କୁ…
Read More...

ଭଦ୍ରକ ରାଣିତାଲରେ ଦଳୀୟ କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ରାଜନାଥ ସିଂ

ଭଦ୍ରକ, ୧୭/୨: ଆଜି ଭଦ୍ରକ ଗସ୍ତରେ ଆସି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ ପ୍ରଥମେ ଇରମ ସହିଦ ସ୍ତମ୍ଭରେ ମାଲ୍ୟାର୍ପଣ କରିବା ପରେ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ଭଦ୍ରକାଳୀଙ୍କୁ ଦର୍ଶନ କରିଛନ୍ତି । ଏହାପରେ…
Read More...

ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ

ଭୁବନେଶ୍ୱର , ୨୩/୧ : ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ୧୨୨ ତମ ଓ ବୀର ସୁରେନ୍ଦ୍ର ସାଏଙ୍କର ୨୧୧ତମ ଜୟନ୍ତୀ । ନେତାଜୀଙ୍କ ଜୟନ୍ତୀ ପାଇଁ ତାଙ୍କ ଜନ୍ମସ୍ଥାନ କଟକ ଉତ୍ସବମୁଖର ହୋଇଉଠିଛି । ଆଜି ଭୋର ସାଢେ ୪ଟାରୁ…
Read More...

ସଂସଦରେ କେନ୍ଦ୍ରକୁ ଘେରିବ ବିଜେଡ଼ି , ପୁଣି ଉଠିବ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି

ଭୁବନେଶ୍ୱର,୯/୧୨: ଗୋଟିଏ ଦିନର ବ୍ୟବଧାନ ପରେ ଆରମ୍ଭ ହେବ ସଂସଦର ଶୀତ ଅଧିବେଶନ । ସେଥିପାଇଁ ସଜବାଜ ଆରମ୍ଭ କରି ଦେଇଛି ରାଜ୍ୟ ବିଜେଡ଼ି । ଅଧିବେଶନରେ କେଉଁ ପ୍ରସଙ୍ଗକୁ ନେଇ କେନ୍ଦ୍ରକୁ ଘେରିବ ସେ ନେଇ ରଣନୀତି…
Read More...