Browsing Category
Uncategorized
ହକି ବିଶ୍ଵ କପ୍ : ପାକ୍ – ମାଲେସିଆ ମ୍ୟାଚ୍ ୧-୧ରେ ଡ୍ର
ଭୁବନେଶ୍ଵର,୫/୧୨: ହକି ବିଶ୍ଵ କପର ଗ୍ରୁପ ଡିରେ ପାକିସ୍ତାନ ଓ ମାଲେସିଆ ମଧ୍ୟରେ ଖେଳାଯାଇଥିବା ମହତ୍ଵପୂର୍ଣ୍ଣ ମ୍ୟାଚ୍ ୧-୧ରେ ଅମୀମାଂସିତ ରହିଛି। ଏହା ଫଳରେ ଉଭୟ ଦଳକୁ ଗୋଟିଏ ଲେଖାଏଁ ପଏଣ୍ଟ ମିଳିଛି। ମ୍ୟାଚର ଶେଷ…
Read More...
Read More...
ୟୁପିରେ ମହାମେଣ୍ଟ ହେଲେ ଏନଡିଏକୁ ଲାଗିବ ବହୁତ ବଡ଼ ଝଟକା
ନୂଆଦିଲ୍ଲୀ,୩୦/୧୧:ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନର ପରିମାଣ ଡିସେମ୍ବର ୧୧ରେ ଆସିବ। ଏହାକୁ ୨୦୧୯ ଲୋକସଭା ନିର୍ବାଚନର ସେମି ଫାଇନାଲ କୁହାଯାଉଛି। ଏହା ମଧ୍ୟରେ ଦେଶର ସବୁଠୁ ବଡ଼ ରାଜ୍ୟ ତଥା ରାଜନୈତିକ…
Read More...
Read More...
ଦାଢ଼ିଆ ପୁରୁଷ ଲମ୍ପଟ: ସର୍ଭେ
ଦାଢ଼ିଥିବା ପୁରୁଷଙ୍କୁ ମହିଳା ଅଧିକ ପସନ୍ଦ କରନ୍ତି । ଏଭଳି ପୁରୁଷଙ୍କର ବିବାହ ପୂର୍ବରୁ ପ୍ରେମ ସମ୍ପର୍କ ରହିଥିବାବେଳେ ବିବାହ ପରେ ମଧ୍ୟ ସ୍ଥଳ ବିଶେଷରେ ଅନୈତିକ ସମ୍ପର୍କ ରହିଥାଏ । ସେମାନେ କୌଣସି ଜଣେ ମହିଳା ପାଖରେ…
Read More...
Read More...
ବାଣୀବିହାରରେ ଛାତ୍ରସଂସଦ ନିର୍ବାଚନ ବନ୍ଦ
ଭୁବନେଶ୍ୱର,୨୯/୯: ଛାତ୍ର ସଂସଦ ନିର୍ବାଚନକୁ ନେଇ ରାଜ୍ୟରେ ଥିବା ବିଭିନ୍ନ ମହାବିଦ୍ୟାଳୟରେ ଆରମ୍ଭ ହୋଇଯାଇଛି କସରତ । ସମସ୍ତ ଛାମୁଆ ରାଜନୈତିକ ଦଳ ସେମାନଙ୍କ ଛାତ୍ର ଏବଂ ଯୁବ ନେତାଙ୍କୁ ଧରି କଲେଜ ହାତେଇବାରେ ଲାଗି…
Read More...
Read More...
ଟ୍ୟାପ୍ ଖୋଲିଲେ ବିୟର
ପ୍ରତ୍ୟକ ପିଲାଙ୍କ ସ୍ୱ୍ୱପ୍ନ ଥାଏ, ସେମାନଙ୍କ ଘରେ ଏପରି ନଳ କିମ୍ବା ଝରଣା ରୁହନ୍ତା ଯେଉଁଠି ସରବତ ବାହାରିଥାନ୍ତା, ଏପରି ଗଛ ରହିଥାନ୍ତା ଯେଉଁଠି ଚକୋଲେଟ ଫଳନ୍ତା ଏବଂ ମାଟି ତଳେ ମୁଦ୍ରା ପୋତିଲେ ଟଙ୍କା ଗଛ ଉଠନ୍ତା ।…
Read More...
Read More...
ଦୁନିଆର ମହଙ୍ଗା ଯୋତା
ଆଜି ୟୁଏଇରେ ଦୁନିଆର ସବୁଠୁ ମହଙ୍ଗା ଜୋତାର ଉନ୍ମୋଚନ କରାଯାଇଛି । ଏହି ଜୋତାର ମୂଲ୍ୟ ରହିଛି ୧.୭ କୋଟି । ଖଲୀଜ ଟାଇମସ୍ର ରିପୋର୍ଟ ଅନୁଯାୟୀ ଏହି ବିଳାସପୁର୍ଣ୍ଣ ଜୋତା ସୁନା ଏବଂ ହିରାରେ ନିର୍ମିତ ହୋଇଛି । ଏହାକୁ…
Read More...
Read More...
ସାପ, କୁମ୍ଭୀର ଏବଂ ଝିଟିପିଟି ସହ ଜୀବନ
ଫ୍ରାନ୍ସ ସହରର ନାନଟେସରେ ରହୁଥିବା ୬୭ ବର୍ଷ ବୟସର ଫିଲିପ ଗିଲେଟ ୪୦୦ରୁ ଅଧିକା ଭୟଙ୍କର ଜୀବ ଏବଂ ସରୀସୃପଙ୍କୁ ନିଜ ଘରେ ପାଳିଛନ୍ତି । ଫିଲିପଙ୍କ ଘରେ ଭୟଙ୍କର କୋବ୍ରା ସାପଠାରୁ ଆରମ୍ଭ କରି କୁମ୍ବୀର ଭଳି ଭୟାନକ…
Read More...
Read More...
ସାପର ଏମ୍ଆର୍ଆଇ
ମଣିଷଙ୍କ ଏମଆରଆଇ ତ ସାଧାରଣ କଥା । କି;ୁ ନିକଟରେ ଏକ ସାପର ଏମଆରଆଇ କରାଯାଇ ଚିକିତ୍ସା କରାଯାଇଥିବା ଘଟଣା ସମସ୍ତଙ୍କୁ ଚକିତ କରିଦେଇଛି । ମୁମ୍ବାଇଠାରେ ଏକ ଆହାତ ସାପର ଏମଆରଆଇ ଟେଷ୍ଟ କରାଯାଇ ତା’ର ଚିକିତ୍ସା…
Read More...
Read More...
ନିଜ ପ୍ରୟାସରେ ଚନ୍ଦ୍ରକୁ ଯାତ୍ରାକରିବେ ଜାପାନୀ ବିଲିୟନାୟାର
ଟୋକିଓ, ୧୯/୯ : ଜାପାନର କୋଟିପତି ୟୁସୁକ୍ ମିଜୱା ନିଜ ପ୍ରୟାସରେ ଚନ୍ଦ୍ରକୁ ଯିବେ । ଏହା ସଫଳ ହେଲେ ସେ ଦୁନିଆର ପ୍ରଥମ ଘରୋଇ ଯାତ୍ରୀ ଭାବେ ବିଶ୍ୱରେ ପରିଗଣିତ ହେବେ । ଅନଲାଇନ୍ ଫ୍ୟାସନ ଟାଇକୁନ୍ ୟୁସୁକ୍ ଜାପାନର…
Read More...
Read More...
କଏଦୀଙ୍କୁ ସଂସାର ସୁଖ
ମଧ୍ୟପ୍ରଦେଶ, ୧୭/୯: ଜେଲର ନା ସୁଣିଲେ ଏକ ଭୟାନକ ଦୃଶ୍ୟ ମନରେ ଛବି ଆଙ୍କିଥାଏ । ଜେଲର ବେସୁଆଦ ଖାଇବା, ପୋଲିସର ମାଡ, ବନ୍ଦ ଅନ୍ଧାର କୋଠରୀରେ ଜୀବନଯାପନ ଇତ୍ୟାଦି ମନରେ ଭୟ ସୃଷ୍ଟି କରିଥାଏ । କି;ୁ ଭାରତରେ ଏକ ଏପରି…
Read More...
Read More...