ଆସନ୍ତା ୧୧ରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି

ଭୁବନେଶ୍ୱର, ୦୬/୦୮ : ଆସନ୍ତା ୧୧ ତାରିଖରେ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି । ପୂର୍ବାହ୍ନ ୧୧ଟାରୁ ଅଶୋକ ନଗରର ପୂର୍ବତନ ପ୍ରାଥମିକ ବିଦ୍ୟାଳୟରେ ଶୁଣାଣି । କାଲି ପୂର୍ବାହ୍ନ ୧୧ଟା ପରଠାରୁ ଆରମ୍ଭ ହେବ ପଞ୍ଜୀକରଣ ।