ଦୀପାବଳିରେ ଅଘଟଣ : ରାସ୍ତା ମଝିରେ ଜଳିଗଲା କାର୍

ଭୁବନେଶ୍ୱର, ୨୧/୧୦ : ଦୀପାବଳିରେ ଅଘଟଣ । ରାସ୍ତା ମଝିରେ ହୁତୁହୁତୁ ହୋଇ ଜଳିଗଲା କାର । କଟକ ପିଠାପୁର ଡାଲିମିଲ୍ ଗଳିରେ ବାଣ ଫୁଟାଇବା ବେଳେ ନିକଟରେ ଥିବା କାର୍ ରେ ନିଆଁ ଲାଗି ଯାଇଥିଲା । ନିଆଁ ବ୍ୟାପି ନିକଟରେ ଥିବା ଏକ ଟିଣ ଛାତ ଘର ମଧ୍ୟ ଜଳିଯାଇଥିଲା । ଖବର ପାଇ କଟକ ଅଗ୍ନିଶମ କେନ୍ଦ୍ର ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

 

SBI_Festive_Digital Billboard