ପଶ୍ଚିମବଙ୍ଗରେ ଭୂମିକମ୍ପ : ରିକ୍ଟର ସ୍କେଲରେ ତିବ୍ରତା ୪.୧ ଦୁର୍ଘଟଣାଦେଶ ବିଦେଶ By Odisha Khabar On Aug 26, 2020 Share ଦୁର୍ଗାପୁର, ୨୬/୮ : ପଶ୍ଚିମବଙ୍ଗର ଦୁର୍ଗାପୁରରେ ଆଜି ସକାଳେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି। ପ୍ରାୟ ସକାଳ ୭ଟା ୫୪ ମିନିଟରେ ଭୂ-କମ୍ପ ହୋଇଥିବା ବେଳେ ରିକ୍ଟର ସ୍କେଲରେ ଏହାର ତିବ୍ରତା ୪.୧ ରେକର୍ଡ଼ କରାଯାଇଛି। କ୍ଷୟକ୍ଷତି କିମ୍ବା ମୃତାହତର କୌଣସି ସୂଚନା ମିଳିନାହିଁ। earthquake-in-west-bengal Share