ସିବିଆଇରେ ହାଜର ହେଲେ ତେଜସ୍ବୀ

ନୂଆଦିଲ୍ଲୀ : ସିବିଆଇରେ ହାଜର ହୋଇଛନ୍ତି ବିହାର ଉପ-ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ। ସିବିଆଇ ପକ୍ଷରୁ ବାରମ୍ବାର ସମନ ପରେ ଶେଷରେ ତେଜସ୍ୱୀ ସିବିଆଇ ମୁଖ୍ୟାଳୟରେ ହାଜର ହୋଇଛନ୍ତି । ସିବିଆଇ ପକ୍ଷରୁ ତାଙ୍କୁ ପଚରାଉଚୁରା ଜାରି ରହିଛି। ଜମି ବଦଳରେ ଚାକିରି ମାମଲାରେ ପୂର୍ବରୁ ସିବିଆଇ ପକ୍ଷରୁ ତାଙ୍କୁ ଅନେକ ଥର ସମନ ଜାରି କରାଯାଇଥିଲା। ତେଜସ୍ବୀଙ୍କ ଭଉଣୀ ମିସା ଭାରତୀ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି)ରେ ହାଜର ହୋଇଛନ୍ତି।

SBI AD