ଭୁବନେଶ୍ଵର, ୧୦/୧୦ : (ଓଡିଶା ଖବର)- ଟାଇମ୍ସ ଗ୍ରୁପ୍ର ଇଟି ନାଓ ଦ୍ବାରା ଆୟୋଜିତ ସମ୍ମାନଜନକ ଟପ୍-୫୦ ଜୁଏଲାରୀ ବ୍ରାଣ୍ଡ ଅଫ୍ ଇଣ୍ଡିଆ-୨୦୨୫ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଅରୁନ୍ଧତୀ ଜୁଏଲର୍ସକୁ ଏହି ସମ୍ମାନରେ ସମ୍ମାନୀତ କରାଯାଇଛି। ସେପ୍ଟେମ୍ବର ୨୫ତାରିଖରେ ମୁମ୍ବାଇ ସମ୍ମାନରେ ସମ୍ମାନୀତ କରିଥିଲେ। ଏହି ଅବସରରେ ବହୁ ବିଶିଷ୍ଟ ବ୍ୟକ୍ତି ଓ ଭାରତ ବର୍ଷରେ ଜୁଏଲାରୀ . ଇଣ୍ଡଷ୍ଟ୍ରିକ୍କୁ ଗୌରବାନ୍ବିତ କରିଥିବା ପ୍ରତିଭାଶାଳୀ ବ୍ୟକ୍ତି ଉପସ୍ଥିତ ଥିଲେ।
ପୁରସ୍କାରରେ ଓଡ଼ିଶାର ସର୍ବବୃହତ ଓ ସର୍ବଶ୍ରେଷ୍ଠ ଗୁଏଲାରୀ ବ୍ରାଣ୍ଡ ଅରୁନ୍ଧତୀ କ୍ଲ ଏଲର୍ସକୁ ପ୍ରମ୍ବାଇ ଠାରେ ସମ୍ମାନୀତ କରାଯାଇଛି। ଦୀର୍ଘ ୨୫ବର୍ଷ ଧରି ରାଜ୍ୟ ଅଳଙ୍କାର ବ୍ୟବସାୟ ହୋଟେଲ ସାହାରା ଷ୍ଟାର ଠାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟ ସଚିବ ଶୀତାରାମ କୁଣେ ଅରୁନ୍ଧତା ଗ୍ରୁପ୍ର ନିର୍ଦ୍ଦେଶକ ପ୍ରତାକ ମେହେରଙ୍କୁ ଏହି ୨୦୦୦ ମସିହାରୁ ଆରମ୍ଭହୋଇଥିବା ଅରୁନ୍ଧତୀର ଏହି ଯାତ୍ରା ଦୀର୍ଘ ୨୫ବର୍ଷ ଧରି ନିଜର ଆତ୍ମୀୟତାଭରା ସେବା ମନୋଭାବ, ସୁନା ଗହଣା ଓ ହୀରାମାନରେ ଶୁଦ୍ଧତା ତଥା ପ୍ରତ୍ୟେକ ବ୍ୟବସାୟକ ପଦକ୍ଷେପରେ ସ୍ବଚ୍ଛତା ଅବଲମ୍ବନ କରି ଅରୁନ୍ଧତୀ ଜୁଏଲର୍ସ ପ୍ରତ୍ୟେକ ଓଡ଼ିଆ ନାରୀର ଆଭୁଷଣକୁ ସମୃଦ୍ଧ କରିଛି । ଆଗାମୀ ଦିନରେ ମଧ୍ୟ ନିଜ କର୍ତ୍ତବ୍ୟପରାୟଣ ଭାବକୁ ଅରୁନ୍ଧତୀ ବଜାୟ ରଖୁବ ବୋଲି ଶ୍ରୀ ମେହେର ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ।
