ଏକତରଫା ପ୍ରେମକୁ ନେଇ ନାବାଳିକାଙ୍କୁ ଛୁରାମାଡ଼

0

ଭୁବନେଶ୍ବର, ୦୭/୦୧  : ନାବାଳିକା ଜଣକ କଟକ ମାଣିକଘୋଷ ବଜ଼ାରରେ ଛିଡା ହୋଇଥିବା ବେଳେ ଏକତରଫା ପ୍ରେମକୁ ନେଇ ଛୁରାମାଡ଼ ହୋଇଛି।  ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ ପ୍ରଥମେ ସିଟି ହସ୍ପିଟାଲ ଓ ପରେ ଏସସିବି ପଠାଯାଇଛି।  ଯୁବତୀଙ୍କ ମୁଣ୍ଡ ଓ ଡାହାଣ ହାତରେ ଗଭୀର ଆଘାତ ଲାଗିଛି ।  ପୁରୀଘାଟ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଏକ ତରଫା ପ୍ରେମକୁ ନେଇ ଉତକ୍ଷିପ୍ତ ହୋଇ ଆକ୍ରମଣ କରିଥିବା କଥା କହିଛନ୍ତି ନାବାଳିକାଙ୍କ ଦାଦା ।

Leave A Reply

Your email address will not be published.