ଶସ୍ତା ହେଲା ସୁନା, ଜାଣନ୍ତୁ ଆଜିର ଦର

ନୂଆଦିଲ୍ଲୀ,୭/୧୧ : ଆଜି ପୁଣି କମିଛି ସୁନାର ଦର । ଦିଲ୍ଲୀରେ ଆଜି ୨୪କ୍ୟାରେଟ ସୁନା ଦର ୧,୧୨,୨୧୭ ରହିଥିବା ବେଳେ ୨୨କ୍ୟାରେଟ ସୁନାର ମୂଲ୍ୟ ୧,୧୧,୨୦୦ଟଙ୍କ ରହିଛି । ସେପଟେ ଆଜି ରୂପା ମୂଲ୍ୟ ଅପରିବର୍ତ୍ତିତ ରହିଛି । ୧କିଲୋ ରୂପାର ମୂଲ୍ୟ ୧,୫୦,୦୦୦,୦୦ ରହିଛି । ଆଜି ଓଡ଼ିଶାରେ ୨୨କ୍ୟାରେଟ ସୁନାର ମୂଲ୍ୟ ୧,୧୨,୩୦୦ ରହିଛି ।