ଆଜିର ରାଶିଫଳ (ଗୁରୁବାର)

ମେଷ: ବ୍ୟବହାରରେ ପରିବର୍ତ୍ତନ ଆଣିବା ଲାଗି ଭଲ ଦିନଟିଏ। କାମ ସଂପୂର୍ଣ୍ଣ ହେବା ଯୋଗୁଁ ମନ ଖୁସି ହେବ। ଅଫିସରେ କୌଣସି ନୂଆ ଦାୟିତ୍ବ ପାଇପାରନ୍ତି।

ବୃଷ: କାମ କରିବା ସମୟରେ ଆପଣଙ୍କ ସମ୍ମୁଖକୁ ନୂଆ ଚାଲେଞ୍ଜ ଆସିବ। ବିବେକ ପ୍ରୟୋଗ କରି ସବୁ କିଛି ହାସଲ କରିନେବେ। ପ୍ରସାଧନ ଦୋକାନିଙ୍କର ଉନ୍ନତି ହେବ।