ସକାଳୁ ଉଷୁମ ପାଣିରେ ଦୁଇଠୋପା ମହୁ ପକାଇ ପିଅନ୍ତୁ

0

ସକାଳୁ ଉଷୁମ ପାଣିରେ ଦୁଇଠୋପା ମହୁ ପକାଇ ପିିଇଲେ ମେଦବହୁଳତାରୁ ମୁକ୍ତି ମିଳେ। ଏନେଇ ଆୟୁର୍ବେଦରେ ଉଲ୍ଲେଖ ରହିଛି। ମହୁରେ ପ୍ରୋଟିନ୍‌, ତନ୍ତୁଜ, ଶର୍କରା, ଲୌହ, ସୋଡିୟମ୍‌, ପୋଟାସିୟମ୍‌, ଫସଫରସ୍‌, ଜିଙ୍କ୍‌, କ୍ୟାଲସିୟମ୍‌ ଆଦି ତତ୍ତ୍ୱ ରହିଥାଏ। ଏଥିରେ ମଧ୍ୟ ଫୋଲେଟ୍‌, ନିଆସିନ୍‌, ରିବୋଫ୍ଲାବିନ୍‌, ଭିଟାମିନ୍‌ ସି, ଭିଟାମିନ୍‌ ବି-୬ ଆଦି ପ୍ରଚୁର ପରିମାଣରେ ରହିଥାଏ। ମହୁପାଣି ନିୟମିତ ପିଇଲେ ରକ୍ତରେ କୋଲେଷ୍ଟରଲସ୍ତର ହ୍ରାସ ପାଏ। ଫଳରେ ହାର୍ଟ ଆଟାକ୍‌ ଏବଂ ଡାଇବେଟିସ୍‌ରୁ ମୁକ୍ତି ମିଳେ। ଏହା କୋଷ୍ଠକାଠିନ୍ୟ ଦୂର କରିବା ସହିତ ଥଣ୍ଡା, କଫ, ମୁଖବ୍ରଣ ସମସ୍ୟା ଆଦି ଦୂର କରେ।

Leave A Reply

Your email address will not be published.