• Likes
  • Followers
  • Saturday, February 21, 2026
  • Odia Unicode Converter

Odisha Khabar Odisha Khabar - Odisha Latest Breaking News

  • Home
  • ରାଜ୍ୟ
  • ଦେଶ ବିଦେଶ
  • ରାଜନୀତି
  • ଅପରାଧ
  • ଦୁର୍ଘଟଣା
  • ଖେଳ
  • ଜୀବନଚର୍ଯ୍ୟା
  • ମନୋରଞ୍ଜନ
  • ରାଶିଫଳ
  • ରୋଷେଇ
  • ଧର୍ମ
Odisha Khabar
  • Home
  • ରାଜ୍ୟ
  • ‘କାଳିଆ’ ଯୋଜନା : ଆଜି ୫୩ ଲକ୍ଷ ଚାଷୀଙ୍କ ଖାତାକୁ ଯିବ ୧୨ଶହ କୋଟି

‘କାଳିଆ’ ଯୋଜନା : ଆଜି ୫୩ ଲକ୍ଷ ଚାଷୀଙ୍କ ଖାତାକୁ ଯିବ ୧୨ଶହ କୋଟି

ରାଜ୍ୟ
By Odisha Khabar Last updated Feb 12, 2021
Share

ଭୁବନେଶ୍ୱର,୧୨ /୨ : ରାଜ୍ୟ ସରକାରଙ୍କ ‘କାଳିଆ’ ଯୋଜନାର କିସ୍ତି ଚାଷୀଙ୍କୁ ମିଳିବାକୁ ଯାଉଛି। ସରକାର ଆଜି ଓଡ଼ିଶାର ୫୩ ଲକ୍ଷ ଚାଷୀଙ୍କୁ ୧୨ ଶହ କୋଟି ଟଙ୍କା ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ (ଡିବିଟି) ଜରିଆରେ ବାଣ୍ଟିବେ। ଚାଷୀଙ୍କ ବ୍ୟାଙ୍କ ଖାତାକୁ ଏହି ଅର୍ଥ ସିଧାସଳଖ ଦିଆଯିବ। ଗତ କିଛିଦିନ ଧରି ରାଜ୍ୟ ସରକାରଙ୍କ ପକ୍ଷରୁ କେତେକ ଜିଲାପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଛି କିଛି ନୂତନ ଯୋଜନା ଓ ପ୍ରକଳ୍ପମାନ ଉଦଘାଟନ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ରାଜ୍ୟର ୫୩ ଲକ୍ଷ ଚାଷୀଙ୍କୁ ‘କାଳିଆ’ ସହାୟତା ଯୋଗାଇବା ପାଇଁ ଯୋଜନା ରହିଛି। ଚାଷୀମାନେ ତାଙ୍କର ବକେୟା ପ୍ରାପ୍ୟ ପାଇବେ ବୋଲି କୃଷି ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ ରାଜ୍ୟରେ ୫୩ ଲକ୍ଷରୁ ଊର୍ଦ୍ଧ୍ବ ଚାଷୀ ରହିଛନ୍ତି। ସେମାନଙ୍କ ମଧ୍ୟରୁ କେତେକ ଚାଷୀ ଅଯୋଗ୍ୟ ନେଇ ଅଭିଯୋଗ ରହିଥିଲା। ଏହାକୁ ଯାଞ୍ଚ କରାଯିବା ପରେ ପ୍ରାୟ ୪୯ ହଜାର ଚାଷୀ ବାଦ୍ ପଡ଼ିଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଚାଷୀଙ୍କ ଆକାଉଣ୍ଟକୁ ଡିବିଟି ଜରିଆରେ ଟଙ୍କା ହସ୍ତାନ୍ତର କରିବେ ।

kalia-fund-to-farmars-account
Share
Odisha Khabar 43630 posts 0 comments

Prev Post

ମୋମୋ ଖାଉଥିଲେ ସାବଧାନ : ଆପଣଙ୍କ ଦେହର ହାଡ ସବୁ ହୋଇଯାଇପାରେ ଦୁର୍ବଳ

Next Post

ନାବାଳିକାକୁ ଗର୍ଭବତୀ କରି ନାବାଳକ ଫେରାର

You might also like More from author
ରାଜ୍ୟ

ଟ୍ରାକ୍ଟରରେ ବୁହାହୋଇ ପରୀକ୍ଷା କେନ୍ଦ୍ରକୁ ଗଲେ ଦଶମ ଶ୍ରେଣୀ ଛାତ୍ର

ରାଜ୍ୟ

ଶ୍ରୀଜଗନ୍ନାଥ ମନ୍ଦିର ହୁଣ୍ଡିରୁ ବାହାରିଲା ୧୮ କୋଟି ଟଙ୍କା ଓ ୩ କିଲୋ ସୁନା

ରାଜ୍ୟ

ଅଫିମ ଚାଷ ଉପରେ ଚଢାଉ : ୨୧ କୋଟିରୁ ଅଧିକ ଟଙ୍କାର ଅଫିମ ଗଛ ଜବତ

ରାଜ୍ୟ

ଆସନ୍ତା ୨୩ତାରିଖରେ ହେବନି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି

Prev Next

Breaking News

ଟ୍ରାକ୍ଟରରେ ବୁହାହୋଇ ପରୀକ୍ଷା କେନ୍ଦ୍ରକୁ ଗଲେ ଦଶମ ଶ୍ରେଣୀ ଛାତ୍ର

Feb 21, 2026

ଶ୍ରୀଜଗନ୍ନାଥ ମନ୍ଦିର ହୁଣ୍ଡିରୁ ବାହାରିଲା ୧୮ କୋଟି ଟଙ୍କା ଓ ୩ କିଲୋ…

Feb 21, 2026

ଅଫିମ ଚାଷ ଉପରେ ଚଢାଉ : ୨୧ କୋଟିରୁ ଅଧିକ ଟଙ୍କାର ଅଫିମ ଗଛ ଜବତ

Feb 21, 2026

ତ୍ଵଚାରୁ ଛାଡୁନି କି ହୋଲି ରଙ୍ଗ, ଆପଣାନ୍ତୁ ଏହି ଘରୋଇ ଟିପ୍ସ

Feb 21, 2026

ଆସନ୍ତା ୨୩ତାରିଖରେ ହେବନି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି

Feb 21, 2026

ରାଜକନିକା ଲଜ୍ଜା: ଛାତ୍ରୀକୁ ଗଣଦୁଷ୍କର୍ମ କଲେ ୪ ଶିକ୍ଷକ

Feb 21, 2026

ଡିଜିଟାଲ ଦୁନିଆରେ ଅରୁନ୍ଧତୀର ଐତିହାସିକ ଅଧ୍ୟାୟ: ୨ ଲକ୍ଷ ଟଙ୍କାର…

Feb 21, 2026
© 2026 - Odisha Khabar. All Rights Reserved.

Designed by Web Odisha

Sign in

Welcome, Login to your account.

Forget password?
Sign in

Recover your password.

A password will be e-mailed to you.