ଭୁବନେଶ୍ୱର,୨୪/୫:ଭୁବନେଶ୍ୱର ରାମମନ୍ଦିର ନିକଟ ‘ଖାଓ ଗଲି’ ପୁଣି ଖୋଲିବ । ୨୨ଟି ସର୍ତ୍ତରେ ଦୋକାନ ଖୋଲିବାକୁ ଅନୁମତି ଦେଇଛି ବିଏମସି । ପ୍ରତି ଦୋକାନୀ ସିକ୍ୟୁରିଟି ଜମା ୨୫ ହଜାର ଟଙ୍କା ଓ ମାସିକ ଭଡ଼ା ବାବଦକୁ ୬ ହଜାର ଟଙ୍କା ଦେବେ । ଏହା ସହ ସନ୍ଧ୍ୟା ସାଢ଼େ ୫ଟାରୁ ରାତି ୧୦ଟା ଯାଏଁ ଖୋଲିବ ‘ଖାଓ ଗଲି’ ।