ମଣିପୁରରେ ଉଗ୍ରବାଦୀ କରୁଛନ୍ତି ମୃତ୍ୟୁର ତାଣ୍ଡବ, ୨୪ ଘଣ୍ଟାରେ ୯ ହତ୍ୟା

ନୂଆଦିଲ୍ଲୀ, ୧୧/୧୦ : ମଣିପୁରରେ ପୁଣି ଭଡ଼କିଛି ହିଂସା। ନାଗା ଓ କୁକି ସମ୍ପ୍ରଦାୟ ମଧ୍ୟରେ ତଣାପୋଡ଼ ପରେ ଗତ ୨୪ ଘଣ୍ଟାରେ ୯ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅତିକମରେ ୧୪ଟି ଘରକୁ ନିଆଁ ଲଗାଇ ଦିଆଯାଇଛି। ଘଟଣା ପରେ କାଙ୍ଗପୋକପି ଓ କାମଜୋଙ୍ଗ ଅଞ୍ଚଳରେ ଉତ୍ତେଜନା ବଢ଼ିଛି।