ବୁଦାମୂଳରୁ ନବଜାତ ପୁତ୍ର ଉଦ୍ଧାର

ବ୍ରହ୍ମପୁର,୨୬/୧୦ : ବୁଦାମୂଳରୁ ବ୍ୟାଗ୍ ଭିତରୁ ମିଳିଲା ନବଜାତ ପୁତ୍ର । ଗୋପାଳପୁର ଥାନା ରାମଚନ୍ଦ୍ରପୁର ନିକଟ ବୁଦା ମୂଳରୁ ଉଦ୍ଧାର କରାଯାଇଛି । ଚାଇଲ୍ଡ ଲାଇନ୍ ଓ ଜିଲ୍ଲା ଶିଶଉ ସୁରକ୍ଷା ଅଧିକାରୀଙ୍କ ଦ୍ୱାରା ଉଦ୍ଧାର କରାଯାଇଛି । ପିମ୍ପୁଡି କାମୁଡି ଦେଇଥିବାରୁ ଶରୀର ଅସୁସ୍ଥ ହୋଇପଡିଛି । ନବଜାତ ଶିଶୁକୁ ଉଦ୍ଧାର କରି ତୁରନ୍ତ ଏମକେସିଜି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

SBI_Festive_Digital Billboard