ଭୁବନେଶ୍ୱର, ୨୬/୧୨ : ପୁରୁଷ ବିନା ନାରୀ ଟିଏ ମା ହେବା ଅସମ୍ଭବ । ହେଲେ ଗାଁରେ ନାହାନ୍ତି ପୁରୁଷ ତଥାପି ମହିଳା ହେଉଛନ୍ତି ଗର୍ଭବତୀ । ଏହି କଥା ଆଦୌ କେହି ବିଶ୍ୱାସ କରି ପାରିବେ ନାହିଁ । କିନ୍ତୁ ଏହା ଅବିସ୍ୱୋଷନିୟ ସତ । ଦୁନିଆରେ ଏମିତି ଏକ ଗାଁ ଅଛି ଯେଉଁଠି ପୁରୁଷ ନାହାନ୍ତି । ପୁରୁଷ ନାହାନ୍ତି କହିଲେ ହେବ ନାହିଁ। ଗୋଟିଏ ବି ପୁରୁଷ ନାହାନ୍ତି । କିନ୍ତୁ ବନ୍ଧୁଗଣ ପୁରୁଷଙ୍କ ବିନା ବି ନାରୀ ମାନେ ମା ହୋଇ ଯାଆନ୍ତି । ତେବେ ଅନେକ ସମୟରେ ଆପଣ ମାନେ ଶୁଣିଥିବେ ପତ୍ନୀ ଟିଏ ମା ହେବା ପାଇଁ ସ୍ୱାମୀର ଯଥେଷ୍ଟ ଆବଶ୍ୟକତା ଥିବାର କଥା । ଏହି ଗ୍ରାମରେ ଘଟଣା ପୁରା ଭିନ୍ନ ଘଟୁଥିବାର ଶୁଣିବାକୁ ମିଳେ । ଆପେ ଆପେ ମହିଳା ମାନେ କିପରି ଗର୍ଭବତୀ ହୋଇ ଯାଆନ୍ତି ଆସନ୍ତୁ ତାହା ଉପରେ ନଜର ପକାଇବା । ଆଫ୍ରିକାର ଏକ ଅଞ୍ଚଳରେ ଏମିତି ଏକ ଗାଆଁ ଅଛି ଯେଉଁଠି ପୁରୁଷ ମାନଙ୍କୁ ଗାଁ ଭିତରକୁ ଯିବାକୁ ବାରଣ ହୋଇଛି ।
୩୧ ବର୍ଷ ଧରି ଏହି ଗ୍ରାମରେ ମହିଳା ମାନେ ନିଜ ଜୀବନ ଏକାକୀ ବିତାଉ ଥିବା ଶୁଣିବାକୁ ମିଳେ । କୁହାଯାଏ ଏହି ୧୯୯୯ ମସିହାରେ ଏହି ମହିଳାଙ୍କ ସହ ବ୍ରିଟିଶ ସୈନ ମାନେ ବଳକାତ୍କାର କରି ଚାଲି ଯାଇଥିଲେ । ହେଲେ ମହିଳା ମାନେ ପୁରୁଷ ମାନଙ୍କ ହିଂସାର ଶିକାର ହୋଇ ଥିବାରୁ ସେମାନେ ଲୁଚି ରହିଥିଲେ । ବାରମ୍ବାର ମହିଳା ମାନଙ୍କ ସହିତ ଏପରି ହେଉଥିବାରୁ ମହିଳା ମାନେ ଶେଷରେ ବାଧ୍ୟ ହୋଇ ନେଇଥିଲେ ଏକ ଚରମ ନିଷ୍ପତ୍ତି । ଆଉ ହଁ ସେଥିପାଇଁ ମହିଳା ମାନେ ଗା ମଧ୍ୟକୁ ପୁରୁଷଙ୍କ ପ୍ରବେଶ ଉପରେ ରୋକ ଲଗାଇଥିଲେ । ଗାଁ ଭିତରକୁ କୌଣସି ଗୋଟିଏ ପୁରୁଷ ଯେପରି ପ୍ରବେଶ ନ କରି ପାରିବ ସେଥି ପାଇଁ ନେଇଥିଲେ କଡା ନିଷ୍ପତ୍ତି । ଏହି ଗ୍ରାମରେ ମହିଳା ମାନେ ଏକାକୀ ନିଜ ପିଲା ମାନଙ୍କୁ ନେଇ ଅଜଣା ଜୀବନ କାଟି ଥାଆନ୍ତି । ପୁରୁଷଙ୍କ ବିନା ଯଦିଓ ମହିଳା ମାନେ ତିଷ୍ଠୀ ରହିବା କଷ୍ଟକର କିନ୍ତୁ ତଥାପି ଏମାନେ ସେହି ଜୀବନ ବିତାଇ ଥାଆନ୍ତି । ସତେ ଯେପରି ଏମିତି ଅନୁଭବ ହୁଏ ପୁରୁଷଙ୍କ ବିନା ଏମାନେ ପୁରୁଷଙ୍କ ଅନୁପସ୍ଥିତିକୁ କେବେ ଅନୁଭବ କରି ପାରନ୍ତି ନାହିଁ ।
ପୁରୁଷ ମାନେ ଗ୍ରାମକୁ ନଆସିଲେ ମଧ୍ୟ ମହିଳା ମାନେ ଗର୍ଭବତୀ ହୋଇ ପାରନ୍ତି । କୌଣସି ପୁରୁଷ ବିନା ଏମାନେ ସନ୍ତାନ ଜନ୍ମ କରି ପାରନ୍ତି । ଏ ମହିଳା ମାନେ ଶାରୀରିକ ସମ୍ବନ୍ଧ ମଧ୍ୟ ରଖିଥାନ୍ତି । ଏହି ଗାଆଁରେ ବର୍ତ୍ତମାନ ୨୫୦ ମହିଳା ଥିବା ବେଳେ ଏବେ ବି ପୁରୁଷଙ୍କ ପ୍ରବେଶ ଉପରେ କଟକଣା ଲଗା ଯାଇଛି କିନ୍ତୁ ତଥାପି ପୁରୁଷ ମାନେ । ଏହି ଗ୍ରାମକୁ ଆସିବାକୁ ବାରଣ କରାଯାଇଛି ।
