ସଞ୍ଜୟ କୁମାରଙ୍କୁ ନୂଆ ନିଯୁକ୍ତି ଦେଲେ ଓଡ଼ିଶା ସରକାର

ଭୁବନେଶ୍ୱର,୨୪/୫: କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ପରେ ଆଇପିଏସ ସଞ୍ଜୟ କୁମାରଙ୍କୁ ମିଳିଲା ନୂଆ ନିଯୁକ୍ତି । ସଞ୍ଜୟଙ୍କୁ ଏଡିଜେ ଆଧୁନିକୀକରଣ ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । ତେବେ ୧୯୯୭ ବ୍ୟାଚର ବରିଷ୍ଠ ଆଇପିଏସ ଅଫିସର ହେଉଛନ୍ତି ସଞ୍ଜୟ କୁମାର ।