ଭୁବନେଶ୍ୱର, ୦୩/୦୪ : ଅସହ୍ୟ ଖରାରେ ଟଳିପଡ଼ିଲେ ବୃଦ୍ଧ । ଘର ପାଖ ପୋଖରୀକୁ ଗାଧୋଇବାକୁ ଯାଇଥିବାବେଳେ ଏ ଘଟଣା ଘଟିଥିବା ସୂଚନା । ଫେରିବାବେଳେ ଘର ଆଗରେ ଚାଲିଗଲା ଜୀବନ । ମୃତକ ଫାସିଡି ଗାଁର ଏମ୍. ରଘୁପାତ୍ର । ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ଅଂଶୁଘାତରେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ ।