୩୧ ଅଗଷ୍ଟ ରେ ହେବ ସ୍ପେଶାଲ୍ OTET ପରୀକ୍ଷା ରାଜ୍ୟ By Odisha Khabar Last updated Aug 1, 2025 Share ଭୁବନେଶ୍ୱର,୧/୮ : ଅଗଷ୍ଟ ୩୧ ତାରିଖରେ ହେବ ସ୍ପେଶାଲ୍ ଓଟିଇଟି ପରୀକ୍ଷା । ଏନେଇ ଶୁକ୍ରବାର ବୋର୍ଡ ପକ୍ଷରୁ ସୂଚନା ମିଳିଛି । ଦୁଇଟି ସିଟିଙ୍ଗ୍ରେ ହେବ ସ୍ପେଶାଲ୍ ଓଟିଇଟି ପରୀକ୍ଷା । ସକାଳ ୯ଟାରୁ ୧୧ଟା ୩୦ ଯାଏଁ ପେପର୍ -୧ ପରୀକ୍ଷା ଓ ଦିନ ୨ଟାରୁ ସାଢେ ୪ଟା ଯାଏଁ ପେପର୍ -୨ ପରୀକ୍ଷା ହେବ । Share