ପାଇଲଟ୍‌ଙ୍କ ଭୁଲ୍‌ ପାଇଁ ଯାତ୍ରୀ ନୟାନ୍ତ, ଉଡ଼ାଣ ଅଧାରୁ ଫେରିଲା ଜେଟ୍‌

ମୁମ୍ବାଇ, ୨୦/୯ : ମୁମ୍ବାଇରୁ ଜୟପୁର ଅଭିମୁଖେ ଯାତ୍ରା କରୁଥିବା ଜେଟ୍‌ ଏୟାରେୱଜ ବିମାନରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି । ଉଡାଣର ମଧ୍ୟ ରାସ୍ତାରେ ଯାତ୍ରୀଙ୍କ କାନ ଏବଂ ନାକରୁ ରକ୍ତସ୍ରାବ ହେବାରୁ ବିମାନଟି…
Read More...

ନାଇଟ ଏକ୍ସପ୍ରେସ ବସ ଓଲଟି ୩୦ ଆହାତ, ୪ ଗୁରୁତର

ସୁନ୍ଦରଗଡ, ୨୦/୯ : ସୁନ୍ଦରଗଡ ଜିଲ୍ଲା ବଣାଇ ଥାନା ଅଞ୍ଚଳରେ ଏକ ନାଇଟ ଏକ୍ସପ୍ରେସ ବସ ଚକା ଫାଟି ଯିବାରୁ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଘଟଣାରେ ୩୦ ଜଣ ଯାତ୍ରୀ ଆହାତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ…
Read More...

୯ ମାସ ଧରି ଛାତ୍ରୀଙ୍କୁ ଦୁଷ୍କର୍ମ, ଗର୍ଭବତୀ ହେବାରୁ ଧରାପଡ଼ିଲେ ପ୍ରିନ୍ସିପାଲ

ପାଟନା, ୨୦/୯ : ବିହାର ରାଜଧାନୀ ପାଟନାରେ ପୁଣି ଏକ ଲଜ୍ୟା ଜନକ ଘଟଣା ସାମ୍ନାକୁ ଆସିଛି । ମାସ ମାସ ଧରି ଜଣେ ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ କରୁଥିବା ଅଭିଯୋଗରେ ଏକ ଘରୋଇ ସ୍କୁଲର ପ୍ରିନ୍ସିପାଲଙ୍କୁ ଗିରଫ କରିଛି…
Read More...

ଗାଈକୁ ରାଷ୍ଟ୍ରମାତା ଘୋଷଣା ପାଇଁ ଉତ୍ତରାଖଣ୍ଡ ବିଧାନସଭାରେ ସଂକଳ୍ପ ପାରିତ

ଡେରାଡୁନ୍‍ : ଉତ୍ତରାଖଣ୍ଡ ବିଧାନସଭାରେ ବୁଧବାର ଗାଈକୁ ରାଷ୍ଟ୍ରମାତା (ଜାତୀୟ ମାତା) ଘୋଷିତ କରିବାକୁ ଏକ ସଂକଳ୍ପ ପାରିତ ହୋଇଛି। ଏହି ସଂକଳ୍ପକୁ ଏବେ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଇ ଦିଆଯାଇଛି। ଉତ୍ତରାଖଣ୍ଡ…
Read More...

ବିନା ବିରୋଧୀରେ ପାରିତ ହେଲା ୭ ବିଲ୍

ଭୁବନେଶ୍ୱର, ୧୯/୯: ବିନା ବିରୋଧୀରେ ବିଧାନସଭାରେ ପାସ୍ ହେଲା ବିଲ୍ । ଚଳିତ ବିଧାନସଭାର ମୌସୁମୀ ଅଧିବେଶନରେ ସରକାର ୭ଟି ବିଲ୍ ପାସ୍ କରିଛନ୍ତି । ମାତ୍ର ୨ ଘଂଟା ୧୫ ମିନିଟ୍ ଭିତରେ ଗୃହରେ ସମସ୍ତ ବିଲ୍ ପାରିତ ହୋଇଛି…
Read More...

ଏସିଅI କପ : ବୋଲରଙ୍କ ପରେ ରୋହିତଙ୍କ ଅଧିନାୟକ ପାଳି, ପାକିସ୍ତାନର ଲଜ୍ଜାଜନକ ପରାଜୟ

ଦୁବାଇ : ଚଳିତ ଏସିଆ କପ୍‍ରେ ପ୍ରତିପକ୍ଷ ବଦଳିବା ସହ ଭାରତୀୟ ଖେଳାଳିଙ୍କ ପ୍ରଦର୍ଶନରେ ମଧ୍ୟ ଉନ୍ନତି ଘଟିଛି। ଦିନକ ତଳେ ଦୁର୍ବଳ ହଂକଂ ବିପକ୍ଷରେ ପ୍ରଭାବହୀନ ପ୍ରଦର୍ଶନ କରିଥିବା ଭାରତୀୟ ଖେଳାଳି ଚିର…
Read More...

୨୦୧୯ ନିର୍ବାଚନରେ ବିଜେଡି ଏବଂ କଂଗ୍ରେସକୁ ରୋକିବା ପାଇଁ ବିଜେପିର ମାଷ୍ଟରପ୍ଲାନ୍

ଭୁବନେଶ୍ୱର : ସାଧାରଣ ନିର୍ବାଚନକୁ ଆଉ କେଇଟା ମାସ ବାକି ରହିଛି । ରାଜ୍ୟର ସମସ୍ତ ଛାମୁଆ ଦଳ ନିଜ ନିଜର ରଣନୀତି ପ୍ରସ୍ତୁତ କରିବା ପାଇଁ ପ୍ରୟାସ ଆରମ୍ଭ କରିସାରିଲେଣି । କିନ୍ତୁ ଆସନ୍ତା ନିର୍ବାଚନର ସମୀକରଣ କଣ ହେବ…
Read More...

ମୁଁ ଏବେବି ବିଜେଡିରେ ଅଛି: ଦାମ

ଭୁବନେଶ୍ୱର : ମୁଁ ଏବେବି ବିଜେଡିରେ ରହିଛି । ଦଳର କାର୍ଯ୍ୟକାରୀ କମିଟିର ସଭ୍ୟ ଅଛି। କମିଟିର ସଭ୍ୟ ଥିବା ବ୍ୟକ୍ତିଙ୍କୁ ବାହାର କରିବାକୁ ହେଲେ ସମ୍ପୃକ୍ତ କମିଟିର ବୈଠକ ବସି ନିଷ୍ପତି ନେବାକୁ ହୋଇଥାଏ । ମୋ…
Read More...

ଅଚିନ୍ତାରେ ଦୂରକରନ୍ତୁ ମୁଣ୍ଡର ମଳି

କେଶଜନିତ ସମସ୍ତ ସମସ୍ୟାରୁ ମୁକ୍ତି ପାଇବାକୁ ପ୍ରତ୍ୟକ ମହିଳା ଚାହାନ୍ତି । ଏପରିକି ଏହି ସମସ୍ୟାକୁ ଦୁର କରିବା ପାଇଁ ଅନେକ ଉପଚାର ମଧ୍ୟ କରିଥାନ୍ତି । କି;ୁ ଆପଣ ଜାଣିଛନ୍ତି କି କେଶକୁ ସୁସ୍ଥ ରଖିବା ପାଇଁ କେଶରେ…
Read More...

କ’ଣ ପାଇଁ ଦେଖାଯାଏ ଗର୍ଭସ୍ଥ ମଧୁମେହ ଆଟିଜିମ୍‌

ଆମେରିକାର ଏକ ହେଲ୍‌ଥ କେୟାର କମ୍ପାନୀର କ୍ୟାନ୍ସର ପରମାନେଣ୍ଟର ବିଶେଷଜ୍ଞ ଏନି ଏଞ୍ଚ ସିଆଙ୍ଗ୍‌ଙ୍କ ସମେତ ଗବେଷଣାରେ ସାମିଲ ଥିବା ବିଶେଷଜ୍ଞମାନଙ୍କର ଏକ ଗବେଷଣା ଅନୂଯାୟୀ ମହିଳାମାନେ ଗର୍ଭାବସ୍ଥା ସମୟରେ ମଧୁମେହରେ…
Read More...